FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଡିସେମ୍ବର ୧ରୁ ଇଣ୍ଡିଗୋ ବିମାନ ସେବା ଭୁବନେଶ୍ୱରରୁ ପୁଣେକୁ ଉଡାଣ ଭରିବ

ଡିସେମ୍ବର ୧ରୁ ଇଣ୍ଡିଗୋ ବିମାନ ସେବା ଭୁବନେଶ୍ୱରରୁ ପୁଣେକୁ ଉଡାଣ ଭରିବ

ଡିସେମ୍ବର ୧ରୁ  ଇଣ୍ଡିଗୋ ବିମାନ ସେବା ଭୁବନେଶ୍ୱରରୁ ପୁଣେକୁ ଉଡାଣ ଭରିବ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଡିସେମ୍ବର ୧ରୁ ପୁଣେ ବିମାନବନ୍ଦର ପାଇଁ ଶୀତକାଳୀନ କାର‌୍ୟ୍ୟସୂଚୀ ପ୍ରଯୁଜ୍ୟ ହେବ । ଇଣ୍ଡିଗୋ ଡିସେମ୍ବର ୧ରୁ ପୁଣେରୁ ଭୁବନେଶ୍ୱର, ମୁମ୍ବାଇ, କୋଏମ୍ବାଟୁର ଏବଂ ଗୁଆହାଟୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏୟାର ଏସିଆ ବର୍ତ୍ତମାନ ପୁଣେରୁ ଭୁବନେଶ୍ୱରକୁ ବିମାନ ଚଳାଚଳ କରୁଛି। ଏହାସହିତ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ସେବା ନଭେମ୍ବର ୨ ରୁ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Related Posts