ସ୍ୱଚ୍ଛ ହେବ ଝାରସୁଗୁଡା ପୌରପରିଷଦ

SHARE NOW :
ଝାରସୁଗୁଡ଼ା(ନୀଳାଚଳ ନ୍ୟୁଜ୍/ଲାଇଭ ଓଡିଶା ନ୍ୟୁଜ୍) : ସ୍ୱଚ୍ଛ ହେବ ଝାରସୁଗୁଡା ପୌରପରିଷଦ । ଝାରସୁଗୁଡ଼ା ପୌରପରିଷଦ ର ଗୃହ କୁ ଗୃହ ଆବର୍ଜନା ସଗ୍ରହ ଓ ପରିବହନ ନିମନ୍ତେ ୫ଗୋଟି ଟାଟା ଏସି ଗାଡ଼ି, ଏକ ମିନି ସେସପୁଲ୍ ଗାଡ଼ି ଲୋକାର୍ପିତ ହୋଇଛି ।ଜିଲ୍ଲା ପାଳ ସରୋଜ କୁମାର ସାମଲ ସବୁଜ ପତାକା ପ୍ରଦର୍ଶନ କରି ଏହି ଗାଡ଼ି କୁ ଲୋକାର୍ପଣ କରିଥିଲେ ।ଏହି କାଯ୍ୟକ୍ରମ ରେ ପୌରପରିଷଦ ର କାଯ୍ୟନିର୍ବାହୀ ଶ୍ରୀ ମନୋଜ କୁମାର ତାଣ୍ଡି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।