FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ସେପ୍ଟେମ୍ବର ୧ ଯାଏଁ ବଢିଲା ଆଶିଂକ ଲକଡାଉନ୍‌ : ଖୋଲିବ ମଲ, ପାର୍କ, ସିନେମା ହଲ

ସେପ୍ଟେମ୍ବର ୧ ଯାଏଁ ବଢିଲା ଆଶିଂକ ଲକଡାଉନ୍‌ : ଖୋଲିବ ମଲ, ପାର୍କ, ସିନେମା ହଲ

ସେପ୍ଟେମ୍ବର ୧ ଯାଏଁ ବଢିଲା ଆଶିଂକ ଲକଡାଉନ୍‌ : ଖୋଲିବ ମଲ, ପାର୍କ, ସିନେମା ହଲ
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ ।  ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଛି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । 

Leave a Reply

Your email address will not be published. Required fields are marked *

Related Posts