FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜାତୀୟ ପ୍ରେସ୍ ଦିବସ ପାଳିତ

ଜାତୀୟ ପ୍ରେସ୍ ଦିବସ ପାଳିତ

ଜାତୀୟ ପ୍ରେସ୍ ଦିବସ ପାଳିତ
SHARE NOW :


ଝାରସୁଗୁଡା (ଲାଇଭ ଓଡିଶା ନ୍ୟୁଜ୍‌) : ଝାରସୁଗୁଡା ଅଫିସ କାର‌୍ୟ୍ୟାଳୟ ରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଛି. ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଙ୍କେଶ୍ୱର ଅମାତ ଉପସ୍ଥିତ ଥିବା ସହ ଝାରସୁଗୁଡା ମହାବିଦ୍ୟାଳୟ ର ଶ୍ରୀମତୀ ସ୍ବର୍ଣ୍ଣମୟୀ ପୁରୋହିତ ମୁଖ୍ୟ ବକ୍ତା ଭାବେ ଯୋଗଦାନ ଦେଇଥିଲେ. ସମ୍ମାନନୀୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଜୀବନ ମହାନ୍ତି, ମେହେବୂବ ମହତାବ, ଶ୍ରୀ ସନ୍ତୋଷ ମିଶ୍ର ମଂଚାସୀନ ଥିଲେ. ଉକ୍ତ ସଭାରେ ମହାମାରୀ ସମୟରେ ଗଣମାଧ୍ୟମର ବିଶେଷ ଭୂମିକା ବିଷୟ ଉପରେ ଆଲୋଚନା ହୋଇଥିଲା. ସାମ୍ବାଦିକ ମାନେ କିପରି କରୋନା ସମୟରେ କଠିନ ପରିଶ୍ରମ କରି ସମ୍ବାଦ ଗ୍ରହଣ କରୁଥିଲେ ସେନେଇ ଆଲୋଚନା କରାଯାଇଥିଲା

Leave a Reply

Your email address will not be published. Required fields are marked *

Related Posts