FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଚଳିତ ବର୍ଷ ବିନା ଭକ୍ତରେ ହେବ ଛତର ଯାତ୍ରା

ଚଳିତ ବର୍ଷ ବିନା ଭକ୍ତରେ ହେବ ଛତର ଯାତ୍ରା

ଚଳିତ ବର୍ଷ ବିନା ଭକ୍ତରେ ହେବ ଛତର ଯାତ୍ରା
SHARE NOW :

କଳାହାଣ୍ଡି,୨୫.୯(ଲାଇଭ୍ ଓଡିଶା ନ୍ୟୁଜ୍‌): ବିନା ଭକ୍ତରେ ହେବ ଛତର ଯାତ୍ରା । ଆଗାମୀ ଦିନରେ ହେବାକୁ ଥିବା ଛତର ଯାତ୍ରାକୁ ବିନା ଭକ୍ତରେ କରିବାକୁ ନିଷ୍ପତ୍ତି ପ୍ରଶାସନ। ତେବେ କରୋଣାର ତୃତୀୟ ଲହର କୁ ଦୃଷ୍ଟିରେ ରଖି ବସିଥିବା ପ୍ରଶାସନିକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।


ଖବର ଅନୁଯାୟୀ, ଆସନ୍ତା ୧୩ରେ ତାରିଖରେ କଳାହାଣ୍ଡିର ପ୍ରସିଦ୍ଧା ଛତର ଯାତ୍ରା ହେବାକୁ ଯାଉଛି । ତେଣୁ ଚଳିତ ବର୍ଷ ଛତର ଯାତ୍ରାକୁ ବିନା ଭକ୍ତରେ ସଂପନ୍ନ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଆଜି ବସିଥିବା ପ୍ରଶାସନିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ବୈଠକ ପରେ ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts