FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବାରିପଦା ବୋହୂ ହେଲେ ମିସେସ୍ ଇଣ୍ଡିଆ

ବାରିପଦା ବୋହୂ ହେଲେ ମିସେସ୍ ଇଣ୍ଡିଆ

ବାରିପଦା ବୋହୂ ହେଲେ ମିସେସ୍ ଇଣ୍ଡିଆ
SHARE NOW :

ବାରିପଦା,୨୮.୯(ଲାଇଭ୍ ଓଡିଶା ନ୍ୟୁଜ୍‌): ବାରିପଦା ବୋହୂଙ୍କ ହାତରେ ମିସେସ୍ ଇଣ୍ଡିଆ ମୁକୁଟ । ମିସେସ୍ ଇଣ୍ଡିଆ ପ୍ରତିଯୋଗିତା ଜିତିଛନ୍ତି ବାରିପଦା ବୋହୂ ଅଭିପ୍‌ସା ଦାସ ଦେ। ଦିଲ୍ଲୀରେ ଆୟୋଜିତ ଟିସ୍କା ମିସ୍ ୟୁନିଭର୍ସରେ ସାଉଥ ଜୋନରୁ ସେ ଏହି ମୁକୁଟ ହାସଲ କରିଛନ୍ତି।

ଅଭିପ୍‌ସା ବାରିପଦାର ବୋହୂ ହୋଇଥିବା ବେଳେ ତାଙ୍କ ଘର କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ। ପୂର୍ବରୁ ସେ ଜଣେ ମେକଅପ୍ ଆର୍ଟିଷ୍ଟ ଭାବେ ବିଭିନ୍ନ ର୍କୋସ କରି ପରିଚିତ ଥିଲେ । ହେଲେ ପରବର୍ତ୍ତୀ ସମୟରେ ମଡେଲିଂ ବିଷୟରେ ତାଙ୍କ ମନ ବଳାଇଥିଲ ।ପରେ ସେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

ଦେଶ ଓ ବିଦେଶରୁ ଆସିଥିବା ୭୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ମୁକୁଟ ହାସଲ କରିଛନ୍ତି। ଆଗକୁ ଯୁବ ପିଢ଼ିଙ୍କୁ ଫ୍ୟାଶନ ଏବଂ ମଡେଲିଂ ବିଷୟରେ ଶିକ୍ଷା ଦେବାସହ ସମାଜ ସେବା କରିବାର ଇଛା ରଖିଛନ୍ତି ଅଭିପ୍‌ସା।

Leave a Reply

Your email address will not be published. Required fields are marked *

Related Posts