FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଚମ୍ପୁଆରେ ଓଡିଶା ଡ୍ରାଇଭର ମହାସଂଘର ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

ଚମ୍ପୁଆରେ ଓଡିଶା ଡ୍ରାଇଭର ମହାସଂଘର ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

ଚମ୍ପୁଆରେ ଓଡିଶା ଡ୍ରାଇଭର ମହାସଂଘର ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ
SHARE NOW :

କେନ୍ଦୁଝର,୧୯.୯( ଲାଇଭ୍ ଓଡିଶା ନ୍ୟୁଜ୍‌/ଦୀପକ କୁମାର ନାୟକ): ଓଡିଶା ଡ୍ରାଇଭର ମହାସଂଘର ବ୍ଲକ ସ୍ତରୀୟ ବୈଠକ ଚମ୍ପୁଆ ସରେଇ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଆୟୋଜିତ ବୈଠକରେ ଚମ୍ପୁଆ ବ୍ଲକର ଶତାଧିକ ଡ୍ରାଇଭର ଯୋଗ ଦେଇଥିଲେ କ୍ଷ ଏହି ବୈଠକରେ ପଂଚାୟତ ସ୍ତରୀୟ କର୍ମକର୍ତା ଚୟନ କରାଯିବା ସହ ଡ୍ରାଇଭର ମାନଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ୫୫ ବର୍ଷ ପରେ ପେନସନ ବ୍ୟବସ୍ଥା ଏବଂ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ କୋଡିଏ ଲକ୍ଷ ଟଙ୍କା ବୀମା କରିବାକୁ ନେଇ ଏକ ଦାବି ପତ୍ର ସରକାରଙ୍କ ଉଦେଶ୍ୟରେ ପଠାଯାଇଥିଲ।। ବୈଠକକୁ ମହାସଂଘର ବରିଷ୍ଠ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts