FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର
SHARE NOW :

ନୂଆପଡା (ଲାଇଭ୍ ଓଡିଶା ନ୍ୟୁଜ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିତଲିଖଳିଆ ଗ୍ରାମରେ ଭାଲୁ ଆକ୍ରମଣ । ଫଳରେ ଜଣେ ବ୍ୟକ୍ତି ଗୁରୁତର,ଥିବା ଜଣାପଡିଛି । ଆହତ ବ୍ୟକ୍ତି ଜଣକ ପରିଚୟ ସିତଲିଖଳିଆ ଗ୍ରାମର ସଦାଶିବ ବୋଲି ଜଣାପଡିଛି ସଦାଶିବଙ୍କୁ ସିନାପାଲି ଫରେଷ୍ଟର ଖଗେଶ୍ବର ମାଝୀ ଏବଂ ଗ୍ରାମବାସୀମାନେ ଆଣି ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଅଛି । । ସୂଚନା ଅନୁସାରେ ସଦାଶିବ ଖର୍ସେଲ ନିକଟସ୍ଥଳ ଜଙ୍ଗଲରେ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା।ତେବେ ସଦାଶିବଙ୍କ ଚିକିତ୍ସା ସହ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts