କରୋନା ଟୀକା ନେବାକୁ ଆସି କରୋନାକୁ ନିମନ୍ତ୍ରଣ

SHARE NOW :
ମୟୂରଭଞ୍ଜ,୨୨.୯(ଲାଇଭ୍ ଓଡିଶା ନ୍ୟୁଜ୍/ସତ୍ୟଜିତ କଲିଆ ): କରୋନାର ତୃତୀୟ ଲହର କୁ ଦୃଷ୍ଟିରେ ରଖି ଟୀକାକରଣ ଉପରେ ଜୋର ଦେଉଛନ୍ତି ସରକାର। କୋଭିଡ ନିୟମାବଳୀ ଅନୁସାରେ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦେଶ ରହିଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ରଘୁନାଥ ମୂର୍ମୁ ମେଡିକାଲରେ । ବିନା ମାସ୍କରେ ସମାଜିକ ଦୂରତ୍ୱା କୁ ବେଖାତିର କରି ଏଠାରେ ଲୋକେ ଟୀକା ନେଉଛନ୍ତି । କରୋନା ଟୀକା ନେବାକୁ ଆସି କୋରନାକୁ ଆମନ୍ତ୍ରଣ କରୁଛନ୍ତି ଏଠାରେ ଜନସାଧାରଣମାନେ ।