FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଗୋଲାମୁଣ୍ଡା ଥାନା ପରିସରରେ ପୋଲିସ ସହିଦ ଦିବସ ପାଳିତ

ଗୋଲାମୁଣ୍ଡା ଥାନା ପରିସରରେ ପୋଲିସ ସହିଦ ଦିବସ ପାଳିତ

ଗୋଲାମୁଣ୍ଡା ଥାନା ପରିସରରେ ପୋଲିସ ସହିଦ ଦିବସ ପାଳିତ
SHARE NOW :

କଳାହାଣ୍ଡି( ରାଇଚନ ଆଘରିଆ /ଲାଇଭ ଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପରିସରରେ ଗୋଲାମୁଣ୍ଡା ପୋଲିସ ତରଫରୁ ପୋଲିସ ସହିଦ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି. ଗୋଲାମୁଣ୍ଡା ଆଇଆଇସି ଯୁଗଳ କିଶୋର ଶବର ଙ୍କ ନେତୃତ୍ୱ ରେ ଉକ୍ତ କାର୍ଯ୍ୟକ୍ରମ ରେ ବୃନ୍ଦାବାହାଲ ଗ୍ରାମର ବୀରପୁତ୍ର ସହିଦ ବ୍ରିଜେନ୍ଦ୍ର ନାଥ ରାଉତ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏହି ଦିବସ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ଏଏସ୍‌ଆଇ ହେମନ୍ତ ସୁନାନୀ, ଆଇଆରବି ରଞ୍ଜନ କୁମାର ରାଉତ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ସହ ସ୍ମୃତି ଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts