FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଝାରସୁଗୁଡା ପ୍ରେସକ୍ଳବର ନୂତନ ସଭାପତି ଚୟନ

ଝାରସୁଗୁଡା ପ୍ରେସକ୍ଳବର ନୂତନ ସଭାପତି ଚୟନ

ଝାରସୁଗୁଡା ପ୍ରେସକ୍ଳବର ନୂତନ ସଭାପତି ଚୟନ
SHARE NOW :

ଝାରସୁଗୁଡା,୩୦.୯(ଲାଇଭ୍ ଓଡିଶା ନ୍ୟୁଜ୍ / ସୁରେଶ କଲତା): ଝାରସୁଗୁଡା ପ୍ରେସକ୍ଳବର ସଭାପତି ତପସ୍ୱୀଲାଲ୍ ତିୱାରୀଙ୍କ ସଭାପତିତ୍ୱରେ କ୍ଳବର ନୂତନ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା ।
ଉକ୍ତ ସଭାରେ ଜିଲ୍ଲା ଓକିଲ ସଂଘର ସଭାପତି ତ୍ରୀନାଥ ଗୋଏଲ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମସ୍ତିଙ୍କ ଉପସ୍ଥିତିରେ ସ୍ୱର୍ଗତ ସାମ୍ବାଦିକ ଅରିନ୍ଦମ ଦାସ, ଅମଜାଦ୍ ବାଦସାହ ଓ ସୁବାସ ସାହାରେଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା ।
ତେବେ ସଭାରେ ନୂତନ କର୍ମକର୍ତ୍ତାମାନ ଚୟନ କରାଯାଇଥିଲା ସଭାପତି ଭାବେ ସନ୍ତୋଷ ମିଶ୍ର, କାର୍ଯ୍ୟକାରିଣୀ ସଭାପତି ସୁବାସ ପ୍ରଧା,ସାଧାରଣ ସମ୍ପାଦକ ସୁଦାମ ସାହ, ଯୁଗ୍ମ ସମ୍ପାଦକ ମୁକେଶ ପଧା, କୋଷାଧ୍ୟକ୍ଷ ପ୍ରଶାନ୍ତ ମାଝ, ଯୁଗ୍ମ ସମ୍ପାଦକ ବିକ୍ରମ ମହାପାତ୍ର,ଉପଦେଷ୍ଟା ଭାବେ ତପସ୍ୱୀ ଲାଲ୍ ତିୱାରୀଙ୍କୁ ଚୟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Related Posts