ଡ୍ରାଇଭରକୁ ମାଡ଼ : ଅଭିଯୁକ୍ତଙ୍କୁ ଗିରଫ କରିବାପାଇଁ ଦାବିକଲା ଚମ୍ପୁଆ ଡ୍ରାଇଭର ମହାସଂଘ

SHARE NOW :
ଚମ୍ପୁଆ(ଲାଇଭ ଓଡିଶା ନ୍ୟୁଜ):କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ କାର୍ଯ୍ୟରତ ଡ୍ରାଇଭର ଅନିଲ କୁମାର ମହାନ୍ତ ଗାଡ଼ିନେଇ ଯାଉ ଥିବା ସମୟରେ କାଳିକାପ୍ରସାଦ ଗ୍ରାମର କିଛି ଯୁବକ ଗାଡିକୁ ଅଟକାଇ ଡ୍ରାଇଭର କୁ ମାଡ ମାରିଥିଲେ କ୍ଷ ତେବେ ଏହାକୁ ନେଇ ଡ୍ରାଇଭ ର ମହାସଂଘ ଆପୋଷ ବୁଝାମଣା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଭିଯୁକ୍ତ କାରି ଓଲଟା ଧମକ ଦେଇଥିଲେ କ୍ଷ ତେଣୁ ଡ୍ରାଇଭର ଅନିଲ ସଂଘ ସଦସ୍ୟ ଙ୍କ ଗହଣରେ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି କ୍ଷ ଅନ୍ୟପଟେ ଡ୍ରାଇଭର୍ ମହାସଂଘର ଦାବି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ତ ଛାଡ ବରଂ ଅଭିଯୋଗ ଗ୍ରହଣ କରିବାକୁ ତିନି ଦିନ ଲଗାଇଦେଲା । ତେବେ ଅପେକ୍ଷା ଚମ୍ପୁଆ ଥାନା ଅଧିକାରୀ ଆଗକୁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି