FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କ ନୂଆଗାଁ ପୋଲିସ ଓ ଅବକାରି ବିଭାଗର ଚଢାଉ: କଟା ଗଲା ୧୩ କୋଟି ଏକର ଗଞ୍ଜେଇ ଗଛ

କ ନୂଆଗାଁ ପୋଲିସ ଓ ଅବକାରି ବିଭାଗର ଚଢାଉ: କଟା ଗଲା ୧୩ କୋଟି ଏକର ଗଞ୍ଜେଇ ଗଛ

କ ନୂଆଗାଁ  ପୋଲିସ ଓ ଅବକାରି ବିଭାଗର ଚଢାଉ: କଟା ଗଲା  ୧୩ କୋଟି ଏକର ଗଞ୍ଜେଇ ଗଛ
SHARE NOW :

କନ୍ଧମାଳ(ଲାଇଭ ଓଡିଶା ନ୍ୟୁଜ): କନ୍ଧମାଳ ଜିଲ୍ଲା ରେ ଦିନ କୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଛି କ୍ଷ ଏହାକୁ ରୋକିବା ନିମନ୍ତେ କ ନୂଆଗାଁ ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସାଇନ୍ ପଡ଼ା ପଞ୍ଚାୟତ ଗୋଛକ୍ଷପଡ଼କ୍ଷ, ବାଲିପଦର, ଗ୍ରାମର ଜଙ୍ଗଲରେ ଚଢାଉ କରାଯାଇ ବେଆଇନ ଭାବେ ସରକାରୀ ଜମିରେ ଲାଗିଥିବା ୧୩୦ ଏକର ଗଞ୍ଜେଇ ଗଛ ଗୁଡିକୁ ଜାଳି ପୋଡ଼ି ନଷ୍ଟ କରିଦିଆଯାଇଛି କ୍ଷ ଏହି ୧୩୦ ଏକର ଜମି ରେ ଲାଗିଥିବା ବେଆଇନ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ରୁ ଉର୍ଦ୍ଧ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଓ ଏହି ଗଞ୍ଜେଇ କଟା ଅଭିଯାନରେ କ ନୂଆଗାଁ ଥାନା ଅଧିକାରୀ ସ୍ରିନିବାସ ସାମଲ, ବାଲିଗୁଡ଼ା ଅବକାରି ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରକ୍ଷ, ଡିଭି ଏଫ୍ ଜବକ୍ଷନ ସାମିଲ୍ ହୋଇଥିଲେ କ୍ଷ

Leave a Reply

Your email address will not be published. Required fields are marked *

Related Posts