FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କଟକ ପୂଜା ପାଇଁ ଲାଗୁ ହେଲା କଟକଣା

କଟକ ପୂଜା ପାଇଁ ଲାଗୁ ହେଲା କଟକଣା

କଟକ ପୂଜା ପାଇଁ ଲାଗୁ ହେଲା କଟକଣା
SHARE NOW :

କଟକ(ଲାଇଭ ଓଡିଶା ନ୍ୟୁଜ) : ପାର୍ବଣ ପାଇଁ କଟକ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୁର୍ଗା ପୂଜା ଓ ନାଇଟ୍ କର୍ଫ୍ୟୁ ପାଇଁ କଟକ ସହରରେ ୩୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ସହରରେ ୧୦୦ ଜଣ ବରିଷ୍ଠ ଅଧିକାରୀ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟି ଆଗରେ ରଖି ପୂଜା ସମୟରେ କଟକଣାକୁ ପାଳନ କରି ପୂଜା କରିବାକୁ ପରାମର୍ଶ ଦେଇଛନ୍ତି ଡିସିପି । ଏନେଇ ସହରର ବିଭିନ୍ନ ସ୍ଥାନରେ ୨୦ଟି ଏଡ-ପୋଷ୍ଟ କରାଯିବ । ତେବେ ତେବେ ଚଳିତ ବର୍ଷ କୋଭିଡ ଗାଇଡଲାଇନ ଅନୁସାରେ ପୂଜା କରିବା ପାଇଁ ପୂଜା କମିଟିକୁ ଅନୁରୋଧ କରାଯାଇଛି । ଏଥିପାଇଁ ସହରରେ ୩୨ଟି ପୋଲିସ ଫୋର୍ସ ମୁତୟନ ହେବେ ।

Leave a Reply

Your email address will not be published. Required fields are marked *

Related Posts