ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

SHARE NOW :
ହିକୁଡି,୩୦.୯(ଲାଇଭ୍ ଓଡିଶା ନ୍ୟୁଜ୍/ ପିତାମ୍ବର ମହାପାତ୍ର): ସଡ଼ଖ ଦୁର୍ଘଟଣାରେ ଅନେକ ନିରୀହ ଜୀବନ ଚାଲିଯାଇଥାଏ । ତେବେ ଏହି ସଡକ ସୁରକ୍ଷାକୁ ନେଇ ଲୋକମାନଙ୍କୁ କିପରି ସଚେତନ କରିହେବ ସେନେଇ ଅଣ୍ଟା ଭିଡିଛନ୍ତି ହିକୁଡିର ୟୁଥ୍ ଆଇକନିକ୍ ଷ୍ଟାର ଯୂବଗୋଷ୍ଟି ।
ସଡକସୁରକ୍ଷା ଜିବନ ରକ୍ଷା ଏହି ବାର୍ତ୍ତାକୁ ନେଇ ହେଲେମେଟ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରିବାସହ ହେଲମେଟ ପିନ୍ଧି ନଥିବା ଲୋକଙ୍କୁ ଚକଲେଟ୍ ଦେଇ ହେଲେମେଟ୍ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି।
ଯୁବ ଗୋଷ୍ଠୀଙ୍କ ଏହିଭଳି ଉଦ୍ୟମରେ ସାହାର୍ଯ୍ୟର ହାତ ବଢ଼ାଇଛନ୍ତି ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପରିବହନ ବିଭାଗର ଅଧିକାରୀ ।