FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସ୍ମାର୍ଟସେବାରେ ସାମିଲ ହେଲା ବୌଦ୍ଧ

ସ୍ମାର୍ଟସେବାରେ ସାମିଲ ହେଲା ବୌଦ୍ଧ

ସ୍ମାର୍ଟସେବାରେ ସାମିଲ ହେଲା ବୌଦ୍ଧ
SHARE NOW :


ବୌଦ୍ଧ (ଲାଇଭ ଓଡିଶା ନ୍ୟୁଜ୍‌) : ପ୍ରତ୍ୟେକ ଜିଲ୍ଲାରେ ଲେଖା ହେଉଛି ସ୍ୱାସ୍ଥ୍ୟସେବାର ସ୍ମାର୍ଟ କାହାଣୀ । ଆଜି ସକାଳେ ସୁବର୍ଣ୍ଣପୁର ବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଆରମ୍ଭ ହୋଇଛି ବୌଦ୍ଧରେ ସ୍ମାର୍ଟସେବା । ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡି ହେଲା ବୌଦ୍ଧ ଜିଲ୍ଲା । ଭିସିରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ୍‌ାୟକ । ଏହା ବ୍ୟତୀତ ୪୮୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ସ୍ମାର୍ଟ କାର୍ଡରେ ଉପକୃତ ହେବେ ବୌଦ୍ଧ ଜିଲ୍ଲାର ପ୍ରାୟ ୩ ଲକ୍ଷ ୭୨ ଜଣ ୩୮୭ ଜଣ ହିତାଧିକାରୀ । ଏହା ସହ ମୁଖ୍ୟ ମନ୍ତ୍ରୀ ଭିସି ଜରିଆରେ ବୌଦ୍ଧ ବାସୀଙ୍କୁ ଉଦବୌାଧନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts