ସୁନ୍ଦରଗଡ ଜିଲ୍ଲା ର ବିଭିନ୍ନ ସ୍ଥାନରେ ତୁଷାରପାତ

SHARE NOW :
କୋଇଡା(ଲାଇଭ ଓଡିଶା ନ୍ୟୁଜ):ରାଜ୍ୟରେ ଗତ କିଛି ଦିନ ହେବ ବୃଦ୍ଧିପାଉଛି ଶୀତର ମାତ୍ରା । କାକର ବୁନ୍ଦାରେ ଭିଜୁଛି ସାରା ଓଡିଶା । ଏହାରି ଭିତରେ ଆଜି ସକାଳୁ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ର ବିଭିନ୍ନ ସ୍ଥାନ ରେ ତୁଷାର ପାତ ହୋଇଥିବା ଦେଖିବାକୁ ମାଳିଛି । କୋଇଡାର ଟେନସା , ଜିରୋପଏଣ୍ଟ , କଲତା, ଏବଂ ବନ୍ଦଲ ଅଂଚଳ ରେ ତୁଷାରପାତ ହୋଇଛି । ଆଜି ଟେନସା ଜିନ୍ଦଲ କଲୋନୀ ରେ ସର୍ବ ନିମ୍ନ ୩’ ତାପମାତ୍ରା ରେକର୍ଡ କରାଯାଇଛି । ଏହାକୁ ନଜର ରଖି ନୂତନ ଭାବେ ଗଢ଼ି ଉଠିଥିବା ଟେନସା ପ୍ରକୃତି ନିବାସ ରେ ମଧ୍ୟ୍ୟ ଜନସାଧାରଣ ଙ୍କ ଭିଡ଼ ଦେଖିବାକୁ ମିଳୁଛି ।