FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିଦ୍ୟାଭାରତୀଙ୍କ ଅବହେଳା ପାଇଁ ସୌମ୍ୟଙ୍କ ମୃତ୍ୟୁ

ବିଦ୍ୟାଭାରତୀଙ୍କ ଅବହେଳା ପାଇଁ ସୌମ୍ୟଙ୍କ ମୃତ୍ୟୁ

ବିଦ୍ୟାଭାରତୀଙ୍କ ଅବହେଳା ପାଇଁ ସୌମ୍ୟଙ୍କ ମୃତ୍ୟୁ
SHARE NOW :

ପାରଳାଖେମୁଣ୍ଡି(ଲାଇଭ ଓଡିଶା ନ୍ୟୁଜ): ବିଦ୍ୟାଙ୍କ ଅବହେଳା ପାଇଁ ଚାଲିଗଲା ସୌମ୍ୟଙ୍କ ଜୀବନ । ଏସିଏଫ ସୌମ୍ୟରଞ୍ଜନ ମାମଲାରେ ହେଲା ବଡ ଖୁଲାସା । ମୃତ୍ୟୁ ସହ ନାହିଁ ଡିଏଫଓ ଓ ମନ୍ମଥ କୁମ୍ଭଙ୍କ ସଂପୃକ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ପରେ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । ପଲିଗ୍ରାଫ ଟେଷ୍ଟରେ ବିଦ୍ୟା ମିଛ କହିଥିବା ଜଣାପଡ଼ିଛି । ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ପରେ ଲିଭାଇବାକୁ ଯଥାସାଧ୍ୟ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀ ସାହାଯ୍ୟ ପାଇଁ ସଙ୍ଗେ ସଙ୍ଗେ ଅନ୍ୟ କାହାରିକୁ ଡାକି ନଥିବା କହିଛି କ୍ରାଇମବ୍ରାଞ୍ଚ । ତଦନ୍ତ ସରିବା ପରେ ବିଦ୍ୟାଙ୍କ ବିରୋଧରେ ଆଇପିସି ଧାରା ୨୮୫, ୩୦୪ (ଏ) ଦଫାରେ ଚାର୍ଜସିଟ୍ ଦାଖଲ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts