FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବିଜେବି କଲେଜରେ ଉତ୍ତେଜନା : ହଷ୍ଟେଲରେ ଭଙ୍ଗାରୁଜା

ବିଜେବି କଲେଜରେ ଉତ୍ତେଜନା : ହଷ୍ଟେଲରେ ଭଙ୍ଗାରୁଜା

ବିଜେବି କଲେଜରେ ଉତ୍ତେଜନା : ହଷ୍ଟେଲରେ ଭଙ୍ଗାରୁଜା
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ବିଜେବି କଲେଜରେ ଉତ୍ତେଜନା । ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ । ହଷ୍ଟେଲରେ ଭଙ୍ଗାରୁଜା ବି କରିଛନ୍ତି ଛାତ୍ର । ଫଳରେ ଉଭୟ ହଷ୍ଟେଲର ୧୫ରୁ ଉର୍ଦ୍ଧ୍ବ ଛାତ୍ର ଆହତ ହୋଇଛନ୍ତି ।

ସାମାନ୍ୟ କଥାକୁ ନେଇ ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାରପିଟ୍ ଲାଗିଥିଲା । ଫଳରେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

Leave a Reply

Your email address will not be published. Required fields are marked *

Related Posts