FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ୧୨ ଦଫା ଦାବିପତ୍ର ପ୍ରଦାନ କଲେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଓ୍ବାର୍କରସ ଆସୋସିଏସନ୍

୧୨ ଦଫା ଦାବିପତ୍ର ପ୍ରଦାନ କଲେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଓ୍ବାର୍କରସ ଆସୋସିଏସନ୍

୧୨ ଦଫା ଦାବିପତ୍ର ପ୍ରଦାନ କଲେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଓ୍ବାର୍କରସ ଆସୋସିଏସନ୍
SHARE NOW :

କଳାହାଣ୍ଡି (ଲାଇଭ ଓଡିଶା ନ୍ୟୁଜ୍‌) : ଅଙ୍ଗନୱାଡି କର୍ମୀ ମାନଙ୍କ ହକ ପାଇଁ ୧୨ ଦଫା ଦାବିପତ୍ର ପ୍ରଦାନ କଲେ ଅଲ୍ ଓଡିଶା ଅଙ୍ଗନୱାଡି ୱାର୍କରସ ଆସୋସିଏସନ । କଳାହାଣ୍ଡି ଜିଲ୍ଲା ସମସ୍ତ ବ୍ଳକ ରେ ଅଙ୍ଗନୱାଡି କର୍ମୀ ମାନଙ୍କ ହକ ପାଇଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ୧୨ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷିରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଶତାଧିକ ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ଗୋଲାମୁଣ୍ଡା ବସ୍ ଷ୍ଟାଣ୍ଡ ଠାରୁ ବ୍ଳକ ଯାଏଁ ପଦଯାତ୍ରା କରି ବିଭିନ୍ନ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା । କମ୍ ପାଉଣା ରେ ବର୍ଷ ସାରା ସେବା ଯୋଗାଇ ଦେଇଆସୁଥିବା ଅଙ୍ଗନୱାଡି କର୍ମୀ ମାନଙ୍କର ୧୨ ଗୋଟି ଦାବିପତ୍ର ସ୍ଥାନୀତ ହୋଇଛି । ମାସକୁ ସର୍ବନିମ୍ନ ଦରମା ୧୮ ହଜାର ସହିତ ଋଚୠ ପରିସର ଭୁକ୍ତ ପେନସନ,ଗ୍ରାଚୁଟି ପ୍ରଦାନ ଓ ସ୍ଥାୟୀ ନିଯୁକ୍ତି ଭଳି ୧୨ ଗୋଟି ଦାବି ପତ୍ର ରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts