FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ନାଗପଡା ଠାରେ ବାଲିଯାତ୍ରା ନାମକରଣ ଉତ୍ସବ ପାଳିତ

ନାଗପଡା ଠାରେ ବାଲିଯାତ୍ରା ନାମକରଣ ଉତ୍ସବ ପାଳିତ

ନାଗପଡା ଠାରେ ବାଲିଯାତ୍ରା ନାମକରଣ ଉତ୍ସବ ପାଳିତ
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ନୁଆଗୁଡା ନାଗପଡା ଠାରେ ପାରମ୍ପରିକ ରୀତି ନୀତି ରେ ବାଲିଯାତ୍ରାର ଭୀମା ଦେବତାଙ୍କ ଜନ୍ମର ନାମକରଣ ପର୍ବ ପାଳିତ ହୋଇଛି ! ଏହିଯାତ୍ରା ଦ୍ୱାରା ନିଜ ବଂଶ ତଥା ନାଗ ପରିବାରର ସୁଖ ସମୃଦ୍ଧି ଏବଂ ବଂଶ ର ଐ ତି ହ କୁ ବଜାୟରଖିବା ପାଇଁ ଏହି ଯାତ୍ରା ପାଳନ କରାଯାଉଛି ବୋଲି ୧୮ ଖଣ୍ଡ ଗ୍ରାମର ଉପସ୍ଥିତି ନାଗ ବଂଶୀୟ ନେତୃବୃନ୍ଦ ମତପ୍ରକାଶ କରିଥିଲେ !ଏଥିରେ ଟିକଚନ ନାଗ, ସିମାଞ୍ଚଳ ନାଗ, ଭୋଗିନାଥ ନାଗ ଗୋପାଳ ନାଗ, ଜୟରାମ ନାଗ, ଦିଗାମ୍ବର ନାଗ, ଓ ନୃପରାଜ ନାଗ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି କାର‌୍ୟ୍ୟ ଟିକୁ ଶୃଙ୍ଖଳିତ ଭାବେ ସମ୍ପଡିତ କରିଥିଲେ

Leave a Reply

Your email address will not be published. Required fields are marked *

Related Posts