ସାଢେ ୩ଟାରେ ଆସିବ ଅଗଷ୍ଟ ଗାଇଡ୍ ଲାଇନ

SHARE NOW :
ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍): ଆଜି ଆସିବ ଅଗଷ୍ଟ ଗାଇଡ୍ ଲାଇନ୍ । ଅଗଷ୍ଟ ମାସ ପାଇଁ ଆଜି ଗାଇଡ୍ ଲାଇନ୍ ଘୋଷଣା କରିବେ ରାଜ୍ୟ ସରକାର । ଜୁଲାଇ ମାସ ପାଇଁ ଜାରି କରିଥିବା ଗାଇଡ୍ ଲାଇନ୍ ର ଅବଧି ଆସନ୍ତାକାଲି ୬ଟାରେ ଶେଷ ହେବ । ତେଣୁ ଏହାପୂର୍ବରୁ ଅର୍ଥାତ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରାଯିବ। ଏନେଇ ଅପରାହ୍ନ ୩ଟା ୩୦ରେ ଘୋଷଣା କରିବେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।