FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସାଢେ ୩ଟାରେ ଆସିବ ଅଗଷ୍ଟ ଗାଇଡ୍ ଲାଇନ

ସାଢେ ୩ଟାରେ ଆସିବ ଅଗଷ୍ଟ ଗାଇଡ୍ ଲାଇନ

ସାଢେ ୩ଟାରେ ଆସିବ ଅଗଷ୍ଟ ଗାଇଡ୍ ଲାଇନ
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଆଜି ଆସିବ ଅଗଷ୍ଟ ଗାଇଡ୍ ଲାଇନ୍ । ଅଗଷ୍ଟ ମାସ ପାଇଁ ଆଜି ଗାଇଡ୍ ଲାଇନ୍ ଘୋଷଣା କରିବେ ରାଜ୍ୟ ସରକାର । ଜୁଲାଇ ମାସ ପାଇଁ ଜାରି କରିଥିବା ଗାଇଡ୍ ଲାଇନ୍ ର ଅବଧି ଆସନ୍ତାକାଲି ୬ଟାରେ ଶେଷ ହେବ । ତେଣୁ ଏହାପୂର୍ବରୁ ଅର୍ଥାତ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରାଯିବ। ଏନେଇ ଅପରାହ୍ନ ୩ଟା ୩୦ରେ ଘୋଷଣା କରିବେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

Leave a Reply

Your email address will not be published. Required fields are marked *

Related Posts