FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ତାରାତାରିଣୀ ମନ୍ଦିରରେ ଲାଗିଲା ନିଆଁ

ତାରାତାରିଣୀ ମନ୍ଦିରରେ ଲାଗିଲା ନିଆଁ

ତାରାତାରିଣୀ ମନ୍ଦିରରେ ଲାଗିଲା ନିଆଁ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ଆଜି ହେଉଛି ଜଗତଜନନୀ ମା ଦୁର୍ଗାଙ୍କର ମହାସପ୍ତମୀ ପୂଜା । ମଣ୍ଡପରେ ପୂଜା ପାଉଛନ୍ତି ମା । ହେଲେ ଆଜିର ଏହି ପବିତ୍ର ଦିନରେ ଘଟିଛି ଅଘଟଣ । ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୀପ ଗୃହରେ ଲାଗିଛି ନିଆଁ । ଫଲରେ ଦୀପ ଗୃହ ଭିତର ସମ୍ପୂଣ୍ଣ ପୋଡି ଯାଇଥିବା ବେଳେ, ଅନେକ କ୍ଷୟ କ୍ଷତି ଘଟିଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥାନରେ ପହଞ୍ଚି ନିଆଁ ଲିଭାଇବାରେ ପ୍ରୟାସ ଜାରି ରଖିଛି ।


ସୂଚନା ଅନୁଯାୟୀ, ଆଜି ସକାଳୁ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ମହାମାୟାଙ୍କ ଅଷ୍ଟମୀ ପୂଜା କରାଯାଇଥିଲା । ତେବେ ଦୀପ ଗୃହରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts