- Home
- »
- Breaking News
- »
- ରାଜ୍ୟ ଓ ଦେଶରେ ଉପର ତଳ ହେଉଛି କରୋନା ଗ୍ରାଫ୍
ରାଜ୍ୟ ଓ ଦେଶରେ ଉପର ତଳ ହେଉଛି କରୋନା ଗ୍ରାଫ୍

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଗତ କିଛିଦିନ ହେବ ରାଜ୍ୟ ଓ ଦେଶର କରୋନା ଗ୍ରାଫ ଉପର ତଳ ହେଉଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ ୧୫ହଜାର ୮୨୩ଜଣ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୫୭ ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୨୫୮ । ଆଜିର ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୬୮ ଜଣ ରହିଛିନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୩ହଜାର ୨୮୮କୁ ବୃଦ୍ଧି ପାଇଛି । ଓ ଏହା ସହିତ ଆଜି ଦେଶରେ ୨୨୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଓ ଏବେ ସୁଦ୍ଧା ଦେଶରେ ସୁସ୍ଥକଙ୍କ ସଂଖ୍ୟା ରହିଛି ୩କୋଟି ୩୩ଲକ୍ଷ ୪୨ହଜାର ୯୦୧ ରହିଛି ଓ ସକ୍ରିୟ ମାମଲା ରହିଛି ୨ଲକ୍ଷ ୭ହଜାର ୬୫୩ ରହିଛି ।