- Home
- »
- Breaking News
- »
- ଖୋର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମହିଳା ମୃତ୍ୟୁ
ଖୋର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମହିଳା ମୃତ୍ୟୁ

SHARE NOW :
ଖୋର୍ଦ୍ଧା(ଲାଇଭ ଓଡିଶା ନ୍ୟୁଜ): ସକାଳୁ ସକାଳୁ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୨ମହିଳାଙ୍କ ମୃତ୍ୟୁ । ଦୁଇ ମହିଳା ଗାଧୋଇବାକୁ ଯାଉଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ କପାସିଆ ଛକରେ ଧକ୍କା ଦେଇଥିଲା । ଯେଉଁଥିରେ ୨ ମହିଳାଙ୍କ ଘଟଣାସ୍ଥଳରେ ଜୀବନ ଚାଲିଯାଇଛି । ତେବେ ଦୁଇ ମହିଳାଙ୍କର ମୃତ୍ୟୁପରେ ଲେକେ ଟାୟାର ଜାଳି ଜାତୀୟ ରାଜପଥ-୫୭ ଅବରୋଧ କରିଛନ୍ତି । ଏହାଫଳରେ ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଘଟଣାସ୍ଥଳରେ ପୋଲିସ ପଂହଚି ତଦନ୍ତ ଜାରି ରଖିଛି ।