FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସୁବର୍ଣ୍ଣପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସୁବର୍ଣ୍ଣପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସୁବର୍ଣ୍ଣପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଜାତୀୟ ରାଜପଥ ୫୭ର ସୁବର୍ଣ୍ଣପୁରର ବ୍ଲକ ଛକରେ ଏକ ଯାତ୍ରୀବାହୀ ବସ ସହ ଟ୍ରକର ମୁହାଁମୁହିଁ ଧକ୍କା । ଠିକ୍ ଅଧରାତିରେ ଘଟିଥିବା ଏହି ସଡକ ଦୁର୍ଘଟଣାରେ ୧୦ ରୁ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେହେଁ ଅଳ୍ପକେ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି । ଭୁବନେଶ୍ବର ରୁ ରାଇଘର-ଉମରକୋଟ ଅଭିମୁଖେ ଆସୁଥିବା ଙଊ ୦୨ଇଈ ୮୮୧୦ ବେଲୁନ୍ କିଙ୍ଗଫିସର୍ ବସଟି ସମ୍ବଲପୁର ପଟୁ ଆସୁଥିବା ମାଲବାହୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ସୋନପୁର ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Related Posts