- Home
- »
- Breaking News
- »
- ଝାରସୁଗୁଡା ଜିଲ୍ଲା ସୁନାରୀମୁଣ୍ଡା ସ୍ଥିତ ଡ଼ାକ୍ତର ବିଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଓ ପୂଷ୍ପମାଲ୍ୟ ଅର୍ପଣ
ଝାରସୁଗୁଡା ଜିଲ୍ଲା ସୁନାରୀମୁଣ୍ଡା ସ୍ଥିତ ଡ଼ାକ୍ତର ବିଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଓ ପୂଷ୍ପମାଲ୍ୟ ଅର୍ପଣ

SHARE NOW :
ଝାରସୁଗୁଡା(ଲାଇଭ ଓଡିଶା ନ୍ୟୁଜ): ସୋମବାର ବିଶ୍ଵ ରତ୍ନ ସମ୍ବିଧାନ ପ୍ରଣେତା ଡ଼ା:ବାବାସାହେବ ଭୀମରାଓ ଆମ୍ବେଦକରଙ୍କର ୬୫ତମ ମହାପ୍ରୟାଣ ଦିବସ ଅବସରରେ ଵିଜୁ ଜନତା ଦଳ ଏସ ସି ସେଲ ଝାରସୁଗୁଡ଼ା ଜିଲ୍ଲା ତରଫରୁ ପାଳନ ହୋଇ ଯାଇଛି । ଜିଲ୍ଲା ବିଜେଡି ଏସ ସି ସେଲ ସଭାପତି ଜୟ ପ୍ରକାଶ କୁଅଁରଙ୍କ ସଭାପତିତ୍ୱ ରେ ସୁନାରିମୁଣ୍ଡା ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଏହି କାର୍ୟ୍ୟକ୍ରମରେ ବରିଷ୍ଠ ବିଜେଡ଼ି ନେତା ଶ୍ରୀଯୁକ୍ତ ତାପସ ରାୟ ଚୌଧୁରୀ , ଶ୍ରୀଯୁକ୍ତ ସନ୍ଦୀପ ଅବସ୍ତି, ଶ୍ରୀଯୁକ୍ତ ରଘୁମଣୀ ପଟେଲ , ଶ୍ରୀଯୁକ୍ତ ଗୋପାଳ ପଟ୍ଟନାୟକ , ହରିଶ ଗଣତ୍ରା, ତ୍ରିନାଥ ଗୂଆଲ , ପିଣ୍ଟୁ ପାଢ଼ୀ , ନରେଶ ସିଂଘ , ଜାହୀଦ କୁରେଷି ,ନନ୍ଦଲାଲ ପଟେଲ , ରବିନ ପାଣ୍ଡେ , ଲିଙ୍ଗରାଜ ମହାପାତ୍ର ,ସୌମ୍ୟରଞ୍ଜନ ବେହେରା , ଶଶୀଭୂଷଣ ତୀଵାରୀ , ଶିବୁ ପଟ୍ଟନାୟକ ,ପ୍ରଦୀପ ଭୂମିକ, କେ ସୁରେଶ କୁମାର , ନେତ୍ରାନନ୍ଦ ତନ୍ତୀ , ଅରବିନ୍ଦ ବାରିକ , ମନୋଜ ଦୋରା ,ଗଣେଶ ବାଗ , ମୁରଲୀ ଛଞ୍ଚାଣ କାନ୍ହା ପୋଡ଼,ସନାତନ ନାଏକ , ଲିଙ୍ଗରାଜ ମହାପାତ୍ର , ହିମାଂଶୁ ବେସନ , ରାହୁଲ ଦାସ ,ପ୍ରମୂଖ ଉପସ୍ଥିତ ରହି ସ୍ମୃତିଚାରଣ କରି ଥିଲେ l