FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଦୋକାନ ଘର ମାଲିକାନାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଦୋକାନ ଘର ମାଲିକାନାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଦୋକାନ ଘର ମାଲିକାନାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ
SHARE NOW :

କେନ୍ଦୁଝର,୧୭.୯( ଲାଇଭ୍ ଓଡିଶା ନ୍ୟୁଜ୍‌/ଦୀପକ କୁମାର ନାୟକ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ସିଲିପୁଞ୍ଜି ଛକରେ ସରକାରୀ ଜମି ଉପରେ ଥିବା ଏକ ଭଙ୍ଗା ଡୋକାନ ଗୃହ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ମୁତାବକ ବହୁ ଦିନ ପୂର୍ବରୁ ଭଡାରେ ଲାଗିଥିବା ଏହି ଦୋକାନ ଗୃହ ଗତ କିଛି ବର୍ଷ ହେବ ବନ୍ଦ ହୋଇ ରହିଥିଲା ।

ତେବେ ଦୁଇ ଜଣ ବ୍ୟକ୍ତି ଏହି ଦୋକାନ ଗୃହର ମାଲିକାନାକୁ ନେଇ ଦାବି କରୁଥିବା ବେଳେ ଗୋଟିଏ ପକ୍ଷ ଦୋକାନ ଘରର ସାମଗ୍ରୀ ନେବାକୁ ଚେଷ୍ଟା କରିବାରୁ ଆଉ ଏକ ପକ୍ଷ ଏହାକୁ ବିରୋଧ କରି ବାରିଆ ପୋଲିସର ଦ୍ଵାରସ୍ତ ହୋଇଥିଲା ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Related Posts