- Home
- »
- Breaking News
- »
- କଳାହାଣ୍ଡିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ଗ୍ରାମସ୍ତରୀୟ ସଚେତନା
କଳାହାଣ୍ଡିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ଗ୍ରାମସ୍ତରୀୟ ସଚେତନା

SHARE NOW :
କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡହଗାଁ ପଞ୍ଚାୟତ ଠାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ଗ୍ରାମ ସ୍ତରୀୟ ସଚେତନ ଅଭିଯାନ । ଏହି ଅଭିଯାନ କାଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ମିଶନ ଶକ୍ତି ମା ମାନେ ଘରେ ଘରେ ଯାଇ ସଚେତନ ବାର୍ତ୍ତା ବୁଝାଇଥିଲେ । ଏହି କାର୍ୟ୍ୟକ୍ରମ ରେ ସଭାପତି ସଂଯୁକ୍ତା ସିଂହ ରାଜପୁତ, ସମ୍ପାଦିକା ରମଣି ଦାଶ,ଏମ ବି କେ ଇନ୍ଦୁ ରେଖା ବାଗ, ସି ଆର ପି ସବିତା ନାଏକ, ସ୍ୱାଗତିକା ନାଏକ, ଡଲି ନାଏକ ପ୍ରମୁଖ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ରହି ସଚେତନ ବାର୍ତ୍ତା ଜଣାଇ ଥିଲେ ।