Live Odisha Tv

Excise Department

ତାଜା ଖବର

ଆସନ୍ତା ବର୍ଷରୁ ନୂଆ ଅବକାରୀ ନୀତି !

ଆସନ୍ତା ବର୍ଷରୁ ନୂଆ ଅବକାରୀ ନୀତି ଆଣିବାକୁ ଯୋଜନା କରିଛନ୍ତି ନୂଆ ସରକାର। ରାଜ୍ୟରେ ନିଶାମୁକ୍ତି ଅଭିଯାନ ପାଇଁ ପାଦେ ଆଗକୁ ବଢ଼ିପାରନ୍ତି ମୋହନ ସରକାର। ସେହି କ୍ରମରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି ଅବକାରୀ ମନ୍ତ୍ରୀ। ଦୀର୍ଘଦିନ ହେବ ନିଶାମୁକ୍ତ ଓଡ଼ିଶା ପାଇଁ ଦାବି ଉଠୁଥିଲା। ଏବେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବୟାନ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପଥ ଉନ୍ମୁକ୍ତ କରିଛି। ଏହାଛଡା ଦିନକୁ ଦିନ

Read More »