ବର୍ଷକୁ ଏକାଧିକ ଥର ଖୋଲିବ ରାଜଭବନ ଉଦ୍ୟାନ
ଭୁବନେଶ୍ୱର: ଏଣିକି ସାଧାରଣ ଲୋକଙ୍କ ପାଇଁ ବର୍ଷକୁ ଏକାଧିକ ଥର ଖୋଲିବ ରାଜଭବନର ଉଦ୍ୟାନ । ରାଜଭବନରେ ଜନ ସମାଗମ ଲୋକଙ୍କ ନିକଟତର ହେବାର ଏକ ମାଧ୍ୟମ ବୋଲି କହିଛନ୍ତି ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତି । ଏଥିସହ ରାଜଭବନର ଉଦ୍ୟାନ ଲୋକଙ୍କ ପାଇଁ ଏକାଧିକ ଥର ଖୋଲିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଚଳିତବର୍ଷ ଜାନୁୟାରୀ ୧୩ ତାରିଖରୁ ୨୨ ତାରିଖ ଯାଏଁ ରାଜଭବନର ଉଦ୍ୟାନ ଜନ ସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଯାଇଛି । ଗତ…