Live Odisha Tv

india

କ୍ରୀଡା

ମନୁଙ୍କ ଉପରେ ହେଉଛି ଟଙ୍କାର ବର୍ଷା

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ସୁଟର ମନୁ ଭାକର ଦେଶ ପାଇଁ ପ୍ରଥମ ପଦକ ଜିତିଛନ୍ତି। ସେ ପ୍ୟାରିସ୍ ଅଲିମ୍ପିକ୍ସରୁ ବ୍ରୋଞ୍ଜ ପଦକ ଧରି ଦେଶକୁ ଫେରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ତିନୋଟି ପଦକ ଜିତିଛି। ଏହି ତିନୋଟି ପଦକ ସୁଟିଂରୁ ହିଁ ମିଳିଛି। ଦେଶକୁ ମନୁ ଭାକର ଫେରିବା ପରେ କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡଭିଆ ତାଙ୍କୁ ଭେଟିଥିଲେ। ଏହି ସମୟରେ ସେ ମନୁଙ୍କୁ ପୁରସ୍କାର ରାଶି ବାବଦକୁ ଏକ ଚେକ୍ ମଧ୍ୟ ପ୍ରଦାନ କରିଥିଲେ। ‌ଏନେଇ

Read More »
କ୍ରୀଡା

କୁସ୍ତି କ୍ୱାର୍ଟର ଫାଇନାଲରେ ବିନେଶ ଫୋଗାଟ

ପ୍ୟାରିସ ଅଲମ୍ପିକରେ ଭାରତୀୟ ଖେଳାଳୀଙ୍କ ପାଇଁ ଆଜି ଦିନଟି ଶୁଭ ରହିଛି । ବିନେଶ ଫୋଗାଟ କୁସ୍ତିରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୫୦ କିଲୋ କୁସ୍ତି ମ୍ୟାଚରେ ସେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ପରାସ୍ତ କରିଛନ୍ତି । ଏହି ମ୍ୟାଚର ଆରମ୍ଭରୁ ବିନେଶ ୦-୧ରେ ପଛରେ ଥିଲେ । ମାତ୍ର ପରବର୍ତ୍ତୀ ପର‌୍ୟ୍ୟାୟରେ ସେ ଜାପାନର ୟୁଇ ସୁସାକିଙ୍କୁ ଚିତପଟାଙ୍ଗ କରି ଦେଇଥିଲେ । ମ୍ୟାଚକୁ ଜିତି

Read More »
କ୍ରୀଡା

ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ

ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ପାଇଛି। ଭାରତ ୧୯୭୨ ଅଲିମ୍ପିକ୍ସରେ ଶେଷ ଥର ପାଇଁ ଅଷ୍ଟ୍ରେଲିଆକୁ ହକିରେ ହରାଇଥିଲା। ଭାରତ ଯେତେଥର ବି ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜିତ ହୋଇଥିଲା କିନ୍ତୁ ଆଜି ହରମନପ୍ରୀତ ସିଂହଙ୍କ କ୍ୟାପ୍ଟେନସିପରେ ଭାରତୀୟ ହକି

Read More »
କ୍ରୀଡା

କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ

ଆଖି ବୁଜିଲେ କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ମଧ୍ୟ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ୧୯୮୩ ଦିନିକିଆ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ହେଉଛନ୍ତି

Read More »
କ୍ରୀଡା

ପୁରୁଷ ହକି ଟିମର ବିଜୟ ଧାରା ଜାରି

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟ ଧାରା ଜାରି ରହିଛି। ଆଜି ଦଳ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡକୁ ୨-୦ ଗୋଲରେ ହରାଇଛି। ଦଳ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଓ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନା ସହ ସ୍ଥିତି ଡ୍ର ରଖିଥିଲା। ଏବେ ଭାରତ ତା’ର ପରବର୍ତ୍ତୀ ଦୁଇଟି ମୁକାବିଲାରେ ବେଲଜିୟମ ଓ ଅଷ୍ଟ୍ରେଲିଆକୁ ଭେଟିବ। ଆଜିର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ହିଁ ଆୟର୍ଲ୍ୟାଣ୍ଡ ଉପରେ

Read More »
କ୍ରୀଡା

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ ଭାକର

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଯୁବ ଶୁଟର ମନୁ ଭାକର।  ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ସେ ବ୍ରୋଞ୍ଜ ପଦକ ହାତେଇଛନ୍ତି। ମନୁ ୨୨୧.୭ ପଏଣ୍ଟ ସ୍କୋର କରି ଏହି ସଫଳତା ହାସଲ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ମନୁ ଭାକରଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର

Read More »
ତାଜା ଖବର

ପୂଣ୍ୟତିଥିରେ ଭାରତରତ୍ନ କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ଭାରତର ଏକାଦଶ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଆଜି ହେଉଛି ପୂଣ୍ୟତିଥି। ଏହି ଅବସରରେ ଭାରତୀୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭାରତବାସୀ ତାଙ୍କୁ ମନେ ପକାଉଛନ୍ତି। କଲାମଙ୍କ ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ କଲାମଙ୍କ ଗୁଣଗାନ କରାଯାଉଛି। ସ୍ବର୍ଗତଃ କଲାମ ନିଜ ଜୀବନରେ ବହୁ ଦୁଃଖ ଦୁର୍ଦଶାର ସାମ୍ନା କରିଥିଲେ। ତଥାପି ସେ ନିଜ ଲକ୍ଷ୍ୟ ସ୍ଥଳରୁ ଓହରିନଥିଲେ। ସେ ତାଙ୍କ ଜୀବନ କାଳରେ ବହୁ ପୁସ୍ତକ ଲେଖିଥିଲେ।

Read More »
ତାଜା ଖବର

ରାଷ୍ଟ୍ରପତି ଭବନର ଦୁଇ ହଲର ନାଁ ପରିବର୍ତ୍ତନ

ମୋଗଲ ଶାସନ ଓ ଇଂରେଜ ଶାସନ ଅମଳରୁ ଥିବା ରାଷ୍ଟ୍ରପତି ଭବନର ଦୁଇ ହଲର ନାଁ ପରିବର୍ତ୍ତନ ହୋଇଛି । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି । ଆମ ଦେଶ ଏକ ଗଣତାନ୍ତ୍ରିକ ଦେଶ । ଦେଶରେ ମୋଗଲ ଶାସନ ଓ ଇଂରେଜ ଶାସନ ବନ୍ଦ ହୋଇଛି । ତେଣୁ ବ୍ରିଟିଶ ଶାସକ ରଖିଯାଇଥିବା ନାମକୁ ପରିବର୍ତ୍ତନ

Read More »
ତାଜା ଖବର

ସାଧାରଣ ବଜେଟରେ ଅନେକ ବଡ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଏକାଦଶତମ ବଜେଟରେ ମହିଳା, କୃଷକ, ଯୁବକଙ୍କ ସମେତ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ବଡ ଘୋଷଣା କରାଯାଇଛି। ଦେଶର ହୀରା ବ୍ୟବସାୟ ବିଷୟରେ ମଧ୍ୟ ବଜେଟରେ ଆଲୋଚନା କରାଯାଇଛି। ବଜେଟ୍ ଭାଷଣ ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତ ହୀରା କାଟିବା ଏବଂ ପଲିସିଂ ଶିଳ୍ପରେ ବିଶ୍ୱରେ ଅଗ୍ରଣୀ। ଏହି କାର୍ଯ୍ୟ ପାଇଁ ଏଠାରେ ବହୁ

Read More »
ତାଜା ଖବର

ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଏହାର ଗୋଟିଏ ଦିନ ପୂର୍ବରୁ ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯିବ। ଏହି ଅବସରରେ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ସରକାରଙ୍କୁ ଟାର୍ଗେଟ କରିବେ। ଏଥି ପାଇଁ ବିରୋଧୀ ଦଳର ନେତାମାନେ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଅନ୍ୟପଟରେ ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, କଂଗ୍ରେସ

Read More »