ଦେଶ ବିଦେଶ
ଜମ୍ମୁ କଶ୍ମୀରର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ଶନିବାର (ଜୁଲାଇ ୧୩) ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଅଧିନିୟମକୁ ସଂଶୋଧିତ କରିଛନ୍ତି। ଏହା ଦ୍ବାରା ଜମ୍ମୁ କଶ୍ମୀରର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିଛି। ଏସଂକ୍ରାନ୍ତରେ ଅଧିସୂଚନାକୁ ମଧ୍ୟ କେନ୍ଦ୍ର ସରକାର ତରଫରୁ ଜାରି କରିଦିଆଯାଇଛି। ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯ ଧାରା ୧୫୫ ବଳରେ ସଂଶୋଧିତ ନିୟମକୁ ଅଧିସୂଚିତ କରାଯାଇଛି, ଯେଉଁଥିରେ ଉପରାଜ୍ୟପାଳଙ୍କୁ ଅଧିକ ଶକ୍ତି ଦିଆଯାଇଥିବା ଧାରା ସାମିଲ କରାଯାଇଛି। ଜମ୍ମୁ କଶ୍ମୀର ଉପରାଜ୍ୟପାଳଙ୍କୁ ଅଧିକ