Live Odisha Tv

modi govt

ତାଜା ଖବର

ବଜେଟ୍ ପରେ ଷ୍ଟକ୍ ମାର୍କେଟ ହ୍ରାସ

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଷ୍ଟକ୍ ମାର୍କେଟ ବିପରୀତ ଦିଗକୁ ଗତି କରୁଥିଲା। ଅର୍ଥମନ୍ତ୍ରୀଙ୍କ ଭାଷଣ ଅଗ୍ରଗତି କଲାବେଳେ ବଜାର ହ୍ରାସ ପାଇବାକୁ ଲାଗିଥିଲା। ବଜେଟ୍ ସରିବା ମାତ୍ରେ ଷ୍ଟକ୍ ମାର୍କେଟରେ ବହୁତ ହ୍ରାସ ଘଟି ପ୍ରାୟ ଏକ ହଜାର ପଏଣ୍ଟ ହ୍ରାସ ପାଇଥିଲା। ମଙ୍ଗଳବାର ଦିନ ଷ୍ଟକ୍ ମାର୍କେଟ୍ ସବୁଜ ମାର୍କରୁ ଆରମ୍ଭ ହୋଇଥିଲା। ତେବେ ଶେଷ‌ରେ ଏହା ଲାଲ୍ ରଙ୍ଗରେ ବନ୍ଦ ହୋଇଥିଲା। ମଙ୍ଗଳବାର ସକାଳେ ସେନସେକ୍ସ ୮୦,୭୨୪.୩୦ ପଏଣ୍ଟରେ

Read More »
ତାଜା ଖବର

ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ, ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍ । ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍ ।  ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବ୍ରୁଆରି ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା ଏପ୍ରିଲରୁ ଜୁଲାଇ ୪ ମାସ ପାଇଁ ଥିଲା । ଏବେ ନିର୍ବାଚନ ପରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଭାରତ ସରକାରଙ୍କ

Read More »
ଦେଶ ବିଦେଶ

ଆସନ୍ତା ୧୮ ତାରିଖରେ ନିଟ ମାମଲାର ଶୁଣାଣି

ନୂଆଦିଲ୍ଲୀ : ନିଟ ମାମଲାର ଶୁଣାଣିକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଏନଟିଏ ଓ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ସମସ୍ତ ଆବେଦନକାରୀ ପକ୍ଷଙ୍କ ନିକଟରେ ପହଁଚି ନାହିଁ । ଏହି ସତ୍ୟପାଟ ପାଇବା ପରେ ପ୍ରତି ଜବାବ ଦାଖଲ କରିବେ ଆବେଦନକାରୀ ପକ୍ଷ । ଆସନ୍ତା ଶୁଣାଣି ପୂର୍ବରୁ ପ୍ରତି ଜବାବ ଦାଖଲ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ, ପରୀକ୍ଷା ସମ୍ବନ୍ଧରେ ଏକ

Read More »