Live Odisha Tv

Mouse

ଦେଶ ବିଦେଶ

ପାକିସ୍ତାନ ସଂସଦ ଜଗିବେ ତାଲିମପ୍ରାପ୍ତ ମୂଷା

ଇସଲାମାବାଦ୍: ଭାରତର ପଡୋଶୀ ଦେଶ ପାକିସ୍ତାନ ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଟଙ୍କା ନାହିଁ। ସରକାର ଋଣ ବୋଝରେ ପୋତି ହୋଇ ଯାଇଛନ୍ତି। ଏବେ ଆଉ ଏକ ସମସ୍ୟା ପାକିସ୍ତାନ ସରକାରଙ୍କ ଆଗକୁ ଆସିଛି। ପାକିସ୍ତାନୀ ସଂସଦରେ ମୂଷା ଆତଙ୍କ ସମସ୍ତଙ୍କୁ ଅସୁବିଧାରେ ପକାଇଛି। ଏହି ସମସ୍ୟାର ମୁକାବିଲା ପାଇଁ ସରକାର ସଂସଦରେ ମୂଷାମାନଙ୍କୁ ମାରିବା ପାଇଁ ବିଲେଇମାନଙ୍କୁ ନିୟୋଜିତ କରିବାକୁ ଯାଉଛନ୍ତି। ଏହି ଯୋଜନା ପାଇଁ ପାକିସ୍ତାନର ନ୍ୟାସନାଲ ଆସେମ୍ବଲି ୧.୨ ମିଲିୟନ୍

Read More »