Live Odisha Tv

Muslim

ତାଜା ଖବର

ଆସାମରେ ମୁସଲମାନ ନିକାହ ପଞ୍ଜୀକରଣ ବାଧ୍ୟତାମୂଳକ

ଗୁଆହାଟୀ: ଆସାମରେ ମୁସଲମାନମାନଙ୍କ ପାଇଁ ନିକାହ ଏବଂ ତଲାକର ବାଧ୍ୟତାମୂଳକ ସରକାରୀ ପଞ୍ଜୀକରଣ କରାଯିବ। ଏଥିପାଇଁ ବିଧାନସଭାର ଆଗାମୀ ଅଧିବେଶନରେ ଏକ ବିଲ୍ ଆସିବ। ପୂର୍ବରୁ ମୁସଲମାନ ନିକାହ କାଜି ଜରିଆରେ ପଞ୍ଜୀକୃତ ହେଉଥିଲା, କିନ୍ତୁ ଏହି ନୂଆ ବିଲ୍ ସୁନିଶ୍ଚିତ କରିବ ଯେ କୌଣସି ସମ୍ପ୍ରଦାୟର ସମସ୍ତ ବିବାହ ସରକାରଙ୍କ ନିକଟରେ ପଞ୍ଜୀକୃତ ହେବ। ‘ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ପୂର୍ବରୁ କାଜିମାନେ ନାବାଳକଙ୍କ ବିବାହ ପଞ୍ଜୀକରଣ କରୁଥିଲେ। ପ୍ରସ୍ତାବିତ ବିଲ୍‌ରେ ଏଭଳି

Read More »