
ତାଜା ଖବର
କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ ଝାରଖଣ୍ଡରେ ଲାଗୁ ହେବ NRC
ଝାରଖଣ୍ଡରେ ଉଷ୍ଣ ହୋଇଛି ନିର୍ବାଚନ ପରିବେଶ। ନିର୍ବାଚନ ଯେତିକି ପାଖେଖ ଆସୁଛି ପ୍ରଚାର ମଧ୍ୟ ସେତିକି ଜୋର ଧରୁଛି। ଏସବୁ ଭିତରେ ବିଜେପିର ଝାରଖଣ୍ଡ ଇନଚାର୍ଜ ତଥା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ବଡ଼ ବୟାନ ଦେଇଛନ୍ତି।ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଉଛନ୍ତି। ତେଣୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ ବା ଏନଆରସି ଲାଗୁ କରିବ ବୋଲି ସେ ଘୋଷଣା କରିଛନ୍ତି। ବିଜେପି ରୁଟି, ମାଟି ଓ