
ମନୁଙ୍କ ଉପରେ ହେଉଛି ଟଙ୍କାର ବର୍ଷା
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ସୁଟର ମନୁ ଭାକର ଦେଶ ପାଇଁ ପ୍ରଥମ ପଦକ ଜିତିଛନ୍ତି। ସେ ପ୍ୟାରିସ୍ ଅଲିମ୍ପିକ୍ସରୁ ବ୍ରୋଞ୍ଜ ପଦକ ଧରି ଦେଶକୁ ଫେରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ତିନୋଟି ପଦକ ଜିତିଛି। ଏହି ତିନୋଟି ପଦକ ସୁଟିଂରୁ ହିଁ ମିଳିଛି। ଦେଶକୁ ମନୁ ଭାକର ଫେରିବା ପରେ କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡଭିଆ ତାଙ୍କୁ ଭେଟିଥିଲେ। ଏହି ସମୟରେ ସେ ମନୁଙ୍କୁ ପୁରସ୍କାର ରାଶି ବାବଦକୁ ଏକ ଚେକ୍ ମଧ୍ୟ ପ୍ରଦାନ କରିଥିଲେ। ଏନେଇ