
ତାଜା ଖବର
ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବ ବିଜେଡ଼ି
ବହୁ ବିବାଦୀୟ ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ରାଜନୀତି ସରଗରମ । ପୋଲାଭରମ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ମାଲକାନଗିରି ଗସ୍ତ କରିବ ବିଜୁ ଜନତା ଦଳ । ବିଜେଡ଼ିର ଏକ ସ୍ୱତନ୍ତ୍ର ଦଳ ମୋଟୁ ଏବଂ ପଡ଼ିଆ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିବ । ଅନ୍ୟପକ୍ଷରେ ଦୀର୍ଘ ୨୪ ବର୍ଷ ଶାସନରେ ରହିବା ବେଲେ କାହିଁକି ଶୋଇ ରହିଥିଲ ବୋଲି ଶାସକ ଭାରତୀୟ ଜନତା ପାର୍ଟି ପ୍ରଶ୍ନ କରିଛି । ପୋଲାଭରମ