କ୍ରୀଡା
୧୨ ଘଣ୍ଟାରେ ରୋନାଲ୍ଡୋଙ୍କୁ ଗୋଲ୍ଡେନ ବଟନ
ଫୁଟବଲ ଖେଳାଳିରୁ ହେଲେ କଣ୍ଟେଣ୍ଟ କ୍ରିଏଟର। ପର୍ତ୍ତୁଗାର୍ଲର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ କ୍ରୀଡା ଟ୍ୟାଲେନଟା ପାଇଁ ସେ ବେଶ ଜଣାଶୁଣା। ପଡିଆ ମଝିରେ ନିଜ ଦକ୍ଷତା ଦେଖାଇ ଢେର ରେକର୍ଡ ଭାଙ୍ଗିବାରେ ମାହିର ରୋନାଲଡୋ । ରୋନାଲଡୋଙ୍କ ନୂଆ ରେକର୍ଡ, ଏହା ତ ସମସ୍ତଙ୍କ ପାଇଁ ଚିରାଚରିତ କଥା । କିନ୍ତୁ ଏଥର ଫୁଟବଲ ନୁହେଁ ସୋସିଆଲ ମିଡ଼ିଆରେ କଲେ ନୂଆ ରେକର୍ଡ । ରୋନାଲଡୋ ନିକଟରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ମାତ୍ର