ତାଜା ଖବର
ଲଦାଖକୁ ମିଳିବ ନୂତନ ୫ଟି ଜିଲ୍ଲା
ଲଦାଖ: ୨୦୧୯ରେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଲଦାଖର ମାନ ଚିତ୍ରରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳକୁ ନୂଆରୂପ ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ମାତ୍ର ଦୁଇଟି ଜିଲ୍ଲାରେ ସୀମିତ ଥିବା ଲଦାଖକୁ ମିଳିବ ନୂତନ ୫ଟି ଜିଲ୍ଲା । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ଲଦାଖରେ ପାଞ୍ଚଟି ନୂତନ ଜିଲ୍ଲା ଗଠନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି