FOLLOW US ON SOCIAL

  1. Home
  2. »
  3. Uncategorized
  4. »
  5. ପିପିଲି ଉପନିର୍ବାଚନ: ଷଷ୍ଠ ରାଉଣ୍ଡରେ ମଧ୍ୟ ଆଗରେ ରହିଛି ବିଜେଡି

ପିପିଲି ଉପନିର୍ବାଚନ: ଷଷ୍ଠ ରାଉଣ୍ଡରେ ମଧ୍ୟ ଆଗରେ ରହିଛି ବିଜେଡି

ପିପିଲି ଉପନିର୍ବାଚନ: ଆରମ୍ଭ ହୋଇଯାଇଛି ପୋଷ୍ଟାଲ ବାଲାଟ ଗଣତି
SHARE NOW :

ପୁରୀ(ଲାଇଭ ଓଡିଶା ନ୍ୟୁଜ) ପିପିଲି ଉପନିର୍ବାଚନ ଭୋଟ୍ ଗଣତିରେ ପ୍ରଥମ ରାଉଣ୍ଡରୁ ଆଗୁଆ ରହିଥିବା ବିଜେଡି ଷଷ୍ଠ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୬ ହଜାର ୩୨୪ ଭୋଟରେ ଆଗୁଆ ଅଛନ୍ତି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୨୩, ୪୬୨ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୭, ୧୩୮ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନଙ୍କୁ ମିଳିଛି ୧୭୮୪ ଭୋଟ୍ ।


ପୁରୀ ପେଣ୍ଠକଟା ୱେୟାର ହାଉସ୍ ଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ୍ ଗଣତି । ଗଣତିରେ ୬୨ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ ୨୫ ରାଉଣ୍ଡ ଗଣତି ହେବ ।

Leave a Reply

Your email address will not be published. Required fields are marked *

Related Posts