Bari

  • | |

    ବରୀରେ ଭୁଷୁଡୁଛି ବିଜେଡ଼ିର ଦୁର୍ଗ

    ବିଜେଡି ମଙ୍ଗୁଆଳଙ୍କ ଜିଲ୍ଲା ଯାଜପୁରରେ ବିଜେଡି ସ୍ଥିତି ଏବେ ଗଡ଼ବଡ଼। ଗତ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ ୪ଟି ବିଧାନସଭା ଆସନରେ ପରାଜୟ ଲଭିବା ପରେ ବିଜେପି ଶକ୍ତିବୃଦ୍ଧି ଆରମ୍ଭ କରିଛି। ତୃଣମୂଳସ୍ତରରୁ ସଂଗଠନ ହାତମୁଠାକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛି। ଧର୍ମଶାଳା ବ୍ଲକ୍‌ର ଏକାଧିକ ସମିତିସଭ୍ୟ, ସରପଞ୍ଚ ବିଜେଡି ଛାଡ଼ି ବିଜେପି ହାତ ଧରିବାର ଦିନ କେଇଟା ପରେ ବିଜେଡି ବିଧାୟକ ଜିତିଥିବା ବରୀ ବ୍ଲକ୍‌ରେ ସମାନ ସ୍ଥିତି ଉପୁଜିଛି। ବରୀ ବ୍ଲକ୍‌ ଅଧ୍ୟକ୍ଷ ଅଶୋକ…