Live Odisha Tv

Costlier

ତାଜା ଖବର

ବଜେଟ: କ’ଣ ଶସ୍ତା ଓ ମହଙ୍ଗା ହେଲା?

ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ମଧ୍ୟବୀତ୍ତ ନିରାଶ ହୋଇଛନ୍ତି। କିନ୍ତୁ ଏକାଧିକ ମୂଲ୍ୟବାନ ଧାତୁ ଓ ଜିନିଷ ଉପରେ ଲାଗୁଥିବା ଟିକସକୁ ବଜେଟରେ ହ୍ରାସ କରାଯାଇଛି। ସେହିପରି ଆଉ କିଛି ଜିନିଷ ଉପରେ ଟିକସ ବୃଦ୍ଧି କରାଯାଇଛି। ବଜେଟ ଘୋଷଣା ପରେ କିଛି ଜିନିଷର ଦାମ କମିଥିବା ବେଳେ ଆଉ କିଛିର ମୂଲ୍ୟ ବୃଦ୍ଧି ପାଇଛି। ଆସନ୍ତୁ ଜାଣିବା

Read More »