ଦେଶରେ ଏକକ ନିର୍ବାଚନକୁ ନେଇ ଦୋ ଛକିରେ ବିଜେଡି
ଦେଶରେ ଏକକ ନିର୍ବାଚନକୁ ନେଇ ରାମନାଥ କୋବିନ୍ଦଙ୍କ କମିଟି କରିଥିବା ସୁପାରିଶକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଏକକ ନିର୍ବାଚନକୁ କଂଗ୍ରେସ ସିଧାସଳଖ ବିରୋଧ କରୁଥିବାବେଳେ ମାତ୍ର ୮ ମାସ ପୂର୍ବରୁ ସମର୍ଥନ ଦେଇଥିବା ବିଜେଡି ଏବେ ବିରୋଧ ଆରମ୍ଭ କରିଛି। ବିଜେଡି ଚଳିତ ବର୍ଷ ଜାନୁୟାରୀ ୨୪ ତାରିଖରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ ଉଚ୍ଚସ୍ତରୀୟ କମିଟିକୁ ଚିଠି ଲେଖି ଦେଶରେ ଏକକ ନିର୍ବାଚନକୁ ସମର୍ଥନ ଜଣାଇଥିଲା । ବିଭିନ୍ନ…