ନରେନ୍ଦ୍ର ମୋଦୀଙ୍କୁ ରାକେଶ ଟିକାଏତଙ୍କ ଧମକ
ନୂଆଦିଲ୍ଲୀ: ଭାରତ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଏତଙ୍କ ଏକ ବିବାଦୀୟ ମନ୍ତବ୍ୟ ଏବେ ସାମ୍ନାକୁ ଆସିଛି। ଯାହା ଦେଶର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ସେ ସିଧା ସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଭରା ଚେତାବନୀ ଦେଇଛନ୍ତି। ଟିକାଏତ କହିଛନ୍ତି ଯେ ଯଦି ମୋଦୀ ସରକାର ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି ତେବେ ବାଂଲାଦେଶ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଏକ ଟିଭି ଚ୍ୟାନେଲରେ ଦେଇଥିବା ଏକ ସାକ୍ଷାତକାରରେ ଟିକାଏତ କହିଥିଲେ, ଆମେ…