women cricket

  • |

    ମହିଳା ଟି-୨୦ ବିଶ୍ୱକପରେ ଭାରତର ବଡ଼ ବିଜୟ

    ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ବଡ଼ ବିଜୟ ହାସଲ କରିଛି ଭାରତୀୟ ଟିମ। ଗ୍ରୁପ ପର୍ଯ୍ୟାୟର ନିଜର ତୃତୀୟ ମ୍ୟାଚ୍‌ରେ ଆଜି ଭାରତୀୟ ଟିମ ଏସିଆର ଚାମ୍ପିୟନ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଦେଇଛି। ଭାରତ ୧୭୩ ରନର ଟାର୍ଗେଟ ଦେଇଥିବା ବେଳେ ଶ୍ରୀଲଙ୍କା କେବଳ ୯୦ ରନ ହିଁ କରିବାକୁ ସକ୍ଷମ ହୋଇଛି। ଠିକ ବିଶ୍ୱକପ ପୂର୍ବରୁ ଶ୍ରୀଲଙ୍କା ଏସିଆ କପ ଫାଇନାଲରେ ଭାରତୀୟ ମହିଳା ଟିମକୁ ହରାଇ ଥିଲା। ଆଜି ବିଶ୍ୱକପରେ ଭାରତୀୟ…

  • |

    ଜୁଲାଇ ୧୯ରୁ ମହିଳା ଟି-୨୦ ଏସିଆ କପ

    ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ଏସିଆ କପ। ଶ୍ରୀଲଙ୍କାରେ ଖେଳା ଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦର୍ଶକଙ୍କ ପାଇଁ ହୋଇଛି ବଡ଼ ଘୋଷଣା। ଟୁର୍ଣ୍ଣାମେଣ୍ଟକୁ ଟିକେଟ ମୁକ୍ତ କରିଛି ଶ୍ରୀଲଙ୍କା କ୍ରିକେଟ। ଦର୍ଶକମାନେ ବିନା ଟିକେଟରେ ଷ୍ଟାଡିୟମ ଭିତରକୁ ଯାଇ ମ୍ୟାଚ୍‌ର ମଜା ଉଠାଇ ପାରିବେ। ଦର୍ଶକଙ୍କ ପାଇଁ ମାଗଣା ପ୍ରବେଶର ବ୍ୟବସ୍ଥା କରାଯାଇଛି। ମହିଳା କ୍ରିକେଟକୁ ଦେଶରେ ଅଧିକ ଲୋକପ୍ରିୟ ଓ ଟୁର୍ଣ୍ଣାମେଣ୍ଟରେ ଅଧିକ ଭିଡ଼ ସୃଷ୍ଟି କରିବା ପାଇଁ…