
ବ୍ୟକ୍ତିତ୍ଵ
କାହାର ନଜର ନ ଲାଗୁ
ଯେବେ ଠାରୁ କ୍ଷମତାକୁ ଆସିଲେଣି, ସେବେଠାରୁ ବିବାଦ ପିଛା ଛାଡୁ ନାହିଁ କି ସମସ୍ୟାରୁ ମୁକୁଳିବାର ବାଟ ମିଳୁ ନାହିଁ । ଗୋଟିଏ ସମସ୍ୟାରୁ ବାହାରି ଆଉ ଗୋଟିଏ କାମରେ ହାତଦେବା ବେଳକୁ ପୁଣି ସାମ୍ନାରେ ଛିଡା ହେଉଛି ଆଉ ଏକ ସମସ୍ୟା । ସବୁଠି ଏବେ ଚର୍ଚ୍ଚା ଯେ ବିଜେପି ସରକାର ଆଉ ଭିଡକୁ ନୁହେଁ । ଆଉ ଏ ସବୁ ପାଇଁ ସମସ୍ତଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସରକାରର ମୁଖିଆ ମୁଖ୍ୟମନ୍ତ୍ରୀ ମୋହନ ମାଝି

