FOLLOW US ON SOCIAL

Breaking News

ନକଲି ଡାକ୍ତରୀ ଛାତ୍ରଙ୍କ ୪୨୦ ଫର୍ମୂଲା, ଦେଢ଼ଶହ ଯୁବତୀଙ୍କୁ କରି ସାରିଲେଣି ଟାର୍ଗେଟବାତ୍ୟା ଚାଲିଗଲା, କିନ୍ତୁ ଚାଷୀକୂଳକୁ ଦେଇଗଲା ଦୁଃଖସୁବର୍ଣ୍ଣପୁରରେ ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅନୁଷ୍ଠିତବିକାଶ ଠାରୁ ବହୁ ଦୁରରେ ମାଣିକେଶ୍ଵରୀ ପଞ୍ଚାୟତ, କାମରେ ଆସୁନି ମୋବାଇଲ ଟାୱାରସେନାର ଗୋଟିଏ ଭୁଲ ସାଜିଲା କାଳ, ନାଗାଲାଣ୍ଡରେ ପରିସ୍ଥିତି ଗମ୍ଭୀରଏମ୍ ରାମପୁର, ନର୍ଲା, କର୍ଲାମୁଣ୍ଡା ବ୍ଲକ ର ମିଳିତ ରେ ଆଜି ଶାନ୍ତି ପୂର୍ଣ୍ଣ ଭାବେ ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ ରେ ୧୨ ଘଣ୍ଟିଆ ବନ୍ଦ ପାଳନବେଆଇନ ଗଂଜେଇ ଜବତ, ଅଟୋ ସହ ଗଞ୍ଜେଇ ମାଫିଆ ଗିରଫଗୋଲାମୁଣ୍ଡା ଠାରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତଦୁର୍ଗମ ଅଞ୍ଚଳ ରେ ହେବ ସ୍ମାର୍ଟ ସ୍କୁଲ, ପାଞ୍ଚଟି ସ୍କୁଲ ର ବଦଳିବ ରୂପ ରେଖାଜଳ ଅଭାବରୁ ଖରିଫ ଚାଷ ନଷ୍ଟ, ଚାଷୀ ହତାଶ

ତାଜା ଖବର

ADVERTISEMENT

ରାଜ୍ୟ

ସ୍ପେଶାଲ୍ ରିପୋର୍ଟ

ADVERTISEMENT

ଦେଶ-ବିଦେଶ

ସେନାର ଗୋଟିଏ ଭୁଲ ସାଜିଲା କାଳ, ନାଗାଲାଣ୍ଡରେ ପରିସ୍ଥିତି ଗମ୍ଭୀର

ସେନାର ଗୋଟିଏ ଭୁଲ ସାଜିଲା କାଳ, ନାଗାଲାଣ୍ଡରେ ପରିସ୍ଥିତି ଗମ୍ଭୀର

ନାଗାଲାଣ୍ଡ(ଲାଇଭ ଓଡିଶା ନ୍ୟୁଜ): ସେନାର ଗୋଟିଏ ଭୁଲ ପାଇଁ ଆଜି ଜଳୁଛି ନାଗାଲାଣ୍ଡ । ଶନିବାର ରାତିରେ ଘଟିଯାଇଥିବା ଗୋଟିଏ ଦୁର୍ଘଟଣା ପାଇଁ ଅଂଚଳରେ ସୃଷ୍ଟି ହୋଇଛି ବିସ୍ଫୋରକ ପରିସ୍ଥିତି । ଶନିବାର ରାତିରେ ନାଗାଲାଣ୍ଡ-ମିଆଁମାର ସୀମାନ୍ତ ଜିଲ୍ଲାରେ ଭାରତୀୟ ସେନାର...

ଆକାଶରୁ ଖସିଲା ପକ୍ଷୀଙ୍କ ମାଳମାଳ ଶବ, ସହରବାସୀ ଭୟଭୀତ

ଆକାଶରୁ ଖସିଲା ପକ୍ଷୀଙ୍କ ମାଳମାଳ ଶବ, ସହରବାସୀ ଭୟଭୀତ

ଲାଇଭ ଓଡିଶା ନ୍ୟୁଜ: ପୃଥିବୀରେ ବର୍ଷା ହେବା ସାଧାରଣତଃ କଥା ।ଏମିତିକି ବର୍ଷା ହେଲେ ମନ ଆନନ୍ଦିତ ହୋଇଯାଏ । କିନ୍ତୁ ଯଦି ଆକାଶରୁ ବର୍ଷା ବଦଳରେ ଅନ୍ୟ କିଛି ବରଷେ ତାହାଲେ କଣ ହେବ ? ଏଥିରେ ଭୟଭୀତ ହେବା...

ନୃଶଂସ ବାପାର ଜଘନ୍ୟ କାଣ୍ଡ, ଗୁରୁମାତାଙ୍କ କଥାରେ ପୁଅକୁ ହାଣି ୭ଖଣ୍ଡ କଲା

ନୃଶଂସ ବାପାର ଜଘନ୍ୟ କାଣ୍ଡ, ଗୁରୁମାତାଙ୍କ କଥାରେ ପୁଅକୁ ହାଣି ୭ଖଣ୍ଡ କଲା

ଭୋପାଳ(ଲାଇଭ ଓଡିଶା ନ୍ୟୁଜ): ଅନ୍ଧ ବିଶ୍ୱାସ ପାଲଟିଲା କାଳ । ଗୁରୁମାତାଙ୍କ କଥାରେ ୫ବର୍ଷର ପୁଅକୁ ୭ଖଣ୍ଡ କଲା କଂସେଇ ବାପା । ଜନ୍ମକଲା ପୁଅକୁ ନିଜ ହାତରେ ମାରି ପୋତିଦେଲା ନୃଶଂସ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି...

ଦେଶରେ ଚିହ୍ନଟ ହେଲା ଓମିକ୍ରନ୍ ଭ୍ୟାରିଆଣ୍ଟ ସଂକ୍ରମଣ, ଏକାଧିକ ରାଜ୍ୟରେ ବଢିଲା କଟକଣା

ଦେଶରେ ଚିହ୍ନଟ ହେଲା ଓମିକ୍ରନ୍ ଭ୍ୟାରିଆଣ୍ଟ ସଂକ୍ରମଣ, ଏକାଧିକ ରାଜ୍ୟରେ ବଢିଲା କଟକଣା

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଡରାଇଲାଣି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଏହି ବିପଦପୂର୍ଣ୍ଣ ଭାରିଆଣ୍ଟ ଓମିକ୍ରନ ଗତକାଳି ବାଙ୍ଗାଲୋରରୁ ଚିହ୍ନଟ ହେବା ପରେ ଏହା ଚିନ୍ତା ବଢାଇଦେଇଛି । ଜଣେ ୬୬ ଓ ଅନ୍ୟ ଜଣେ ୪୬ ବର୍ଷୀୟ...

ବାଣିଜ୍ୟ

ଆସନ୍ତା ବର୍ଷଠାରୁ ମହଙ୍ଗା ହେବ ପୋଷାକ ଓ ଜୋତା

ଆସନ୍ତା ବର୍ଷଠାରୁ ମହଙ୍ଗା ହେବ ପୋଷାକ ଓ ଜୋତା

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଏବେ ଟ୍ରେଣ୍ଡରେ ମହଙ୍ଗାମାଡ । ପେଟ୍ରୋଲ , ଡିଜେଲ ଓ ରାସନ ସାମଗ୍ରୀ ପରେ ପୋଷାଜ ଓ ଜୋତା ମଧ୍ୟ ହେବ ମହଙ୍ଗା । ଜାନୁୟାରୀ ୨୦୨୨ରୁ ଦେଶବାସୀଙ୍କୁ ଲାଗିବ ବଡ ଝଟକା । ପୋଷାକ ଓ...

ନଭେମ୍ବରରେ ୧୭ଦିନ ବ୍ୟାଙ୍କ ବନ୍ଦ, କରିନିଅନ୍ତୁ ବ୍ୟାଙ୍କ୍ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ନଭେମ୍ବରରେ ୧୭ଦିନ ବ୍ୟାଙ୍କ ବନ୍ଦ, କରିନିଅନ୍ତୁ ବ୍ୟାଙ୍କ୍ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ); ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ । ଯଥାଶୀଘ୍ର ବ୍ୟାଙ୍କ୍ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିନିଅନ୍ତୁ । ଚଳିତ ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ। ବିଭିନ୍ନ ପର୍ବ ପର୍ବାଣି ଯୋଗୁଁ ବିଭିନ୍ନ ରାଜ୍ୟରେ...

ଏବେ ହିଁ ଅର୍ଡର କରନ୍ତୁ ୮୦ହଜାର ଟଙ୍କାର vivo ଫୋନ୍ ମାତ୍ର ୧୦୧ ଟଙ୍କାରେ

ଏବେ ହିଁ ଅର୍ଡର କରନ୍ତୁ ୮୦ହଜାର ଟଙ୍କାର vivo ଫୋନ୍ ମାତ୍ର ୧୦୧ ଟଙ୍କାରେ

*Vivo x70 ମୋବାଇଲକୁ ଯଦି ଆପଣ Citi Bank, ICICI Bank, Kotak Bank, IDFC First Bank & HDB Financial Services ମାଧ୍ୟମରେ କିଣିଲେ ପାଇପାରିବେ ୧୦ ପ୍ରତିଶତ ରିହାତି ।ଲାଇଭ୍ ଓଡ଼ିଶା (ବ୍ୟୁରୋ): ଦୀପାବଳିକୁ ଆଉ କେଇଟା...

ଫେସବୁକ୍ ରୁ ମେଟା

ଫେସବୁକ୍ ରୁ ମେଟା

(ଲାଇଭ ଓଡିଶା ନ୍ୟୁଜ): ଫେସବୁକର ନୂଆ ନାଁ । ସୋସିଆଲ ମିଡିଆରେ “ମେଟା “ ନାମରେ ପରିଚିତ ହେବ ଫେସବୁକ । ଏନେଇ ଘୋଷଣା କରିଛନ୍ତି ଫେସବୁକ ସିଇଓ ମାର୍କ ଜୁକରବର୍ଗ । ଗିକିଛିଦିନ ଧରି ଫେସବୁକ ନୂଆ ନାଁ ସହ...

ମନୋରଂଜନ

ବିବାହ ବନ୍ଧନରେ ଆବଦ୍ଧ ହେଲେ ରାଜକୁମାର ଓ ପତ୍ରଲେଖା

ଲାଇଭ ଓଡିଶା ବ୍ୟୁରୋ; ବହୁଦିନର ଅପେକ୍ଷା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ରାଜକୁମାର ଓ ପତ୍ରଲେଖା । ଗତକାଲି ଏହି ଯୋଡି ଚଣ୍ଡୀଗଡର ସୁଖବିଳାସରେ ବାହାଘର...

Read more

ବାହୁବଳୀଙ୍କ ଫାନ୍ସଙ୍କ ପାଇଁ ଖୁସୀଖବର, ସରିଲା ଆଦିପୁରୁଷ ସୁଟିଂ

(ଲାଇଭ ଓଡିଶା ବ୍ୟୁରୋ): ଶେଷ ହେଲା ପ୍ରଭାସଙ୍କ ବହୁଚର୍ଚ୍ଚିତ ଫିଲ୍ମ ଆଦିପୁରୁଷ ଫିଲ୍ମର ସୁଟିଂ । ଫିଲ୍ମର ନିର୍ଦ୍ଦେଶକ ଏହାର ଘୋଷଣା କରିଥିବା ବେଳେ ସୋସିଆଲ ମିଡିଆରେ...

Read more

କନ୍ନଡ ଅଭିନେତା ପୁନୀତ ରାଜଙ୍କ ପରଲୋକ

ବେଙ୍ଗାଲୁରୁ(ଲାଇଭ ଓଡିଶା ନ୍ୟୁଜ): କନ୍ନଡ ସିନେମାର ଜଣାଶୁଣା ଅଭିନେତା ପୁନୀତ ରାଜ କୁମାରଙ୍କ ପରଲୋକ ହୋଇଯାଇଛି । ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଆଜି ସେ ଶେଷ ନିଶ୍ୱାସ...

Read more

ସୁପର ଡ୍ୟାନ୍ସର ୪ର ବିଜେତା ହେଲେ ଫ୍ଲୋରିନା ଗୋଗୋଇ

ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ଆକ୍ସନ ଓ ରୋମାଣ୍ଟିକ୍ ଫିଲ୍ମଠାରୁ ଦର୍ଶକେ ରିୟାଲିଟି ସୋ ଗୁଡିକୁ ବେଶୀ ପସନ୍ଦ କରିଥାନ୍ତି । ଏମିତି ଏକ ରିୟାଲିଟି ସୋ ସୋନି...

Read more

ଖେଳ

ଆଜି ଖେଳାଯିବ ଟି-୨୦ର ଅନ୍ତିମ ମ୍ୟାଚ

ଲାଇଭ ଓଡିଶା ବ୍ୟୁରୋ: ଆଜି ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମ୍ୟାଚ୍ ଖେଳିବ।...

Read more

ଅବସର ନେଲେ ଦକ୍ଷିଣ ଆଫ୍ରିକାର ଏହି ଦମଦାର ଖେଳାଳୀ

ନୂଆଦିଲ୍ଲୀ(ଲାଇଭ ଓଡିଶା ବ୍ୟୁରୋ): ଅବସର ନେଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ଭେଟେରାନ୍ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ । ଏବି ଡି ଭିଲିୟର୍ସ ବହୁ...

Read more

ଜୀବନଚର୍ଯ୍ୟା

ଆଜି ବିଶ୍ୱ ମଧୁମେହ ଦିବସ

ଆଜି ବିଶ୍ୱ ମଧୁମେହ ଦିବସ

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଜି ହେଉଛି ବିଶ୍ୱ ମଧୁମେହ ଦିବସ । ଲୋକମାନଙ୍କୁ ମଧୁମେହ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୧୪ନଭେମ୍ବରରେ ବିଶ୍ୱ ଡାଇବେଟିସ୍ ଦିବସ ପାଳନ କରାଯାଏ । ଲୋକମାନଙ୍କ ମଧ୍ୟରେ ମଧୁମେହର ବୃଦ୍ଧି ଏଙ୍ଗାଇବାକୁ ସ୍ୱାସ୍ଥ୍ୟର ଯତ୍ନ...

ଝାରସୁଗୁଡ଼ାରେ ପାଳିତ ହୋଇଯାଇଛି ଛଟ୍‌ପୂଜା

ଝାରସୁଗୁଡ଼ାରେ ପାଳିତ ହୋଇଯାଇଛି ଛଟ୍‌ପୂଜା

ଝାରସୁଗୁଡା(ଲାଇଭ ଓଡିଶା ନ୍ୟୁଜ): ଝାରସୁଗୁଡା ଜିଲ୍ଲାରେ ପାଳିତ ହୋଇଯାଇଛି ବହୁ ପ୍ରସିଦ୍ଧ ଛଟପୂଜା । ଆଜକୁ ୪ ଦିନ ଧରି ବେଶ ଧୁମଧାମରେ ବିହାରୀ ସଂପ୍ରଦାୟ ଛଟି ମୟାଁ ପୂଜା କରିଛନ୍ତି । ନିକଟରେ ଥିବା ବୁରୋମାଲ କଲାତଲାବ, ଇବନଦୀ ସମତେ...

ଶୀତଦିନେ ତ୍ୱଚାର ଯତ୍ନ ନେବା ପାଇଁ କରନ୍ତୁ ଏହି ଉପାୟ

ଶୀତଦିନେ ତ୍ୱଚାର ଯତ୍ନ ନେବା ପାଇଁ କରନ୍ତୁ ଏହି ଉପାୟ

(ଲାଇଭ ଓଡିଶା ବ୍ୟୁରୋ): ଶୀତଦିନେ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ନଚେତ ଏହା ଶୁଷ୍କ ହେବା ସହ ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଶୀତଦିନେ ଗ୍ଲିସରିନ ଓ ଗୋଲାପ ଜଳକୁ ମିଶାଇ ଏହାକୁ ବ୍ୟବହାର କରନ୍ତୁ। ତ୍ୱଚା କୋମଳ...

ବିୟର ଗ୍ରିଲ୍ସଙ୍କ ସହ ଷ୍ଟଣ୍ଟ୍ କରିବେ ଭିକ୍କି କୌଶଲ

ବିୟର ଗ୍ରିଲ୍ସଙ୍କ ସହ ଷ୍ଟଣ୍ଟ୍ କରିବେ ଭିକ୍କି କୌଶଲ

ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ବିୟର ଗ୍ରିଲ୍ସଙ୍କ ସୋରେ ନଜର ଆସିବେ ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲ । ନିଜର ଚମତ୍କାର ଅଭିନୟରେ ସେ ସମସ୍ତଙ୍କ ମନ କିଣି ନେଇଥିବା ବେଳେ ଏବେ ରିୟଲ ଲାଇଫରେ ଆକ୍ସନ କରି ଦର୍ଶକଙ୍କ ମନ...

ଅପରାଧ

ନୃଶଂସ ବାପାର ଜଘନ୍ୟ କାଣ୍ଡ, ଗୁରୁମାତାଙ୍କ କଥାରେ ପୁଅକୁ ହାଣି ୭ଖଣ୍ଡ କଲା

ନୃଶଂସ ବାପାର ଜଘନ୍ୟ କାଣ୍ଡ, ଗୁରୁମାତାଙ୍କ କଥାରେ ପୁଅକୁ ହାଣି ୭ଖଣ୍ଡ କଲା

ଭୋପାଳ(ଲାଇଭ ଓଡିଶା ନ୍ୟୁଜ): ଅନ୍ଧ ବିଶ୍ୱାସ ପାଲଟିଲା କାଳ । ଗୁରୁମାତାଙ୍କ କଥାରେ ୫ବର୍ଷର ପୁଅକୁ ୭ଖଣ୍ଡ କଲା କଂସେଇ ବାପା । ଜନ୍ମକଲା ପୁଅକୁ ନିଜ ହାତରେ ମାରି ପୋତିଦେଲା ନୃଶଂସ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି...

ତ୍ରିକୋଣୀୟ ପ୍ରେମରୁ ହତ୍ୟା,ଆଉ ତାପରେ ହତ୍ୟାର ଲାଇଭ ଭିଡିଓ

ତ୍ରିକୋଣୀୟ ପ୍ରେମରୁ ହତ୍ୟା,ଆଉ ତାପରେ ହତ୍ୟାର ଲାଇଭ ଭିଡିଓ

ବଲାଙ୍ଗୀର(ଲାଇଭ ଓଡିଶାବ୍ୟୁରୋ): ତ୍ରୀକୋଣିୟ ପ୍ରେମରୁ ବନ୍ଧୁତ୍ୱ ରେ ଲାଗିଲା କଳଙ୍କ । ଗୋଟିଏ ଝିଅକୁ ଭଲପାଉଥିଲେ ଉଭୟ । ଯାହା ଆରମ୍ଭ କରିଥିଲା ବିବାଦ । ପ୍ରଥମେ ତଣ୍ଟି କାଟିଲା , ତାପରେ ପେଟ୍ରୋଲ ଢାଳି ଜାଳିଦେଲା । ଆଉ ଏଭଳି...

ପରକିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ କଟୁରିରେ ଆକ୍ରମଣ

ପରକିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ କଟୁରିରେ ଆକ୍ରମଣ

ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ): ସିସିଟିଭିରେ କଏଦ ହେଲା ଆକ୍ରମଣର ଦୃଶ୍ୟ । ପରକୀୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ କଟୁରିରେ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରରେ । ଅଂଚଳର ସୁମିତ ପୃଷ୍ଟି ନାମକ...

ଭୁଶୁଡିଲା ମାଓ ସଂଗଠନ ଲାଲଗଡ

ଭୁଶୁଡିଲା ମାଓ ସଂଗଠନ ଲାଲଗଡ

(ଛତିଶଗଡ)ଲାଇଭଓଡିଶା ବ୍ୟୁରୋ : ଭୁଶୁଡୁଛି ମାଓ ସଂଗଠନ ଲାଲଗଡ଼ । ପୋଲିସ୍ ଏନକାଉଣ୍ଟରରେ ଟଳିପଡିଛି ହାର୍ଡକୋର ମାଓବାଦୀ ସାକେତ ନରେଟି । ଓଡ଼ିଶା ଓ ଛିତଶଗଡ଼ରେ ବିଭିନ୍ନ ଥାନାରେ ସାକେତ ନାମରେ ହିଂସାକାଣ୍ଡ, ଲୁଟ୍ ଭଳି ମାମଲା ରହିଥିବା ବେଳେ ଦୀର୍ଘ...

ଭିଡ଼ିଓ