Live Odisha Tv

ବ୍ୟବସାୟ

ତାଜା ଖବର

ବଜେଟ ପରେ କମିଲା ସୁନା ଓ ରୁପାର ଦାମ

ସାଧାରଣ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସୁନା ଓ ରୁପା ଉପରେ ଲାଗୁ ହେଉଥିବା ସୀମା ଶୁଳ୍କ ହ୍ରାସ କରାଯିବ। ଏପରି ଘୋଷଣା ପରେ ଉଭୟ ଧାତୁର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଇଛି।ଏହା ଗ୍ରାହକଙ୍କୁ ଫାଇଦା ଦେଇଛି ଓ ମାର୍କେଟରେ ଏହାର ଚାହିଦା ବଢ଼ିଛି। ତେବେ ବିଶାଳ ମାର୍କେଟ ଅବସ୍ଥା ଓ ଭୌଗଳିକ ରାଜନୀତିକ ବିବାଦ ସମ୍ଭବତଃ ଭବିଷ୍ୟତରେ ଏହାକୁ ପ୍ରଭାବିତ କରିପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁଯାୟୀ, ସୁନା

Read More »
ଦେଶ ବିଦେଶ

କେନ୍ଦ୍ର ବଜେଟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କେନ୍ଦ୍ର ବଜେଟକୁ ବିଜେଡି ସମାଲୋଚନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା କରିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟକୁ ନେଇ ଖୁସି ବ୍ୟକ୍ତ କରିଥିବା କଥା ଲେଖିଛନ୍ତି । ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଶେଷ ଗୁରୁତ୍ଵ ଦିଆଯାଇଛି । ଏହାସହ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା

Read More »
ତାଜା ଖବର

ବଜେଟ୍ ପରେ ଷ୍ଟକ୍ ମାର୍କେଟ ହ୍ରାସ

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଷ୍ଟକ୍ ମାର୍କେଟ ବିପରୀତ ଦିଗକୁ ଗତି କରୁଥିଲା। ଅର୍ଥମନ୍ତ୍ରୀଙ୍କ ଭାଷଣ ଅଗ୍ରଗତି କଲାବେଳେ ବଜାର ହ୍ରାସ ପାଇବାକୁ ଲାଗିଥିଲା। ବଜେଟ୍ ସରିବା ମାତ୍ରେ ଷ୍ଟକ୍ ମାର୍କେଟରେ ବହୁତ ହ୍ରାସ ଘଟି ପ୍ରାୟ ଏକ ହଜାର ପଏଣ୍ଟ ହ୍ରାସ ପାଇଥିଲା। ମଙ୍ଗଳବାର ଦିନ ଷ୍ଟକ୍ ମାର୍କେଟ୍ ସବୁଜ ମାର୍କରୁ ଆରମ୍ଭ ହୋଇଥିଲା। ତେବେ ଶେଷ‌ରେ ଏହା ଲାଲ୍ ରଙ୍ଗରେ ବନ୍ଦ ହୋଇଥିଲା। ମଙ୍ଗଳବାର ସକାଳେ ସେନସେକ୍ସ ୮୦,୭୨୪.୩୦ ପଏଣ୍ଟରେ

Read More »
ତାଜା ଖବର

ସାଧାରଣ ବଜେଟରେ ଅନେକ ବଡ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଏକାଦଶତମ ବଜେଟରେ ମହିଳା, କୃଷକ, ଯୁବକଙ୍କ ସମେତ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ବଡ ଘୋଷଣା କରାଯାଇଛି। ଦେଶର ହୀରା ବ୍ୟବସାୟ ବିଷୟରେ ମଧ୍ୟ ବଜେଟରେ ଆଲୋଚନା କରାଯାଇଛି। ବଜେଟ୍ ଭାଷଣ ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତ ହୀରା କାଟିବା ଏବଂ ପଲିସିଂ ଶିଳ୍ପରେ ବିଶ୍ୱରେ ଅଗ୍ରଣୀ। ଏହି କାର୍ଯ୍ୟ ପାଇଁ ଏଠାରେ ବହୁ

Read More »
ତାଜା ଖବର

ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ, ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍ । ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍ ।  ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବ୍ରୁଆରି ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା ଏପ୍ରିଲରୁ ଜୁଲାଇ ୪ ମାସ ପାଇଁ ଥିଲା । ଏବେ ନିର୍ବାଚନ ପରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଭାରତ ସରକାରଙ୍କ

Read More »
ଦେଶ ବିଦେଶ

ଋଣ ସୁଧ ବୃଦ୍ଧି କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଋଣ ସୁଧରେ ବୃଦ୍ଧି ଘୋଷଣା କରାଯାଇଛି। ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌ରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଛି। କିଛି ନିର୍ଦ୍ଦିଷ୍ଟ ଅବଧିର ଋଣ ଉପରେ ଏହା ଲାଗୁ ହୋଇଛି। ନୂତନ ସୁଧ ହାର ଜୁଲାଇ ୧୫ରୁ ଲାଗୁ କରାଯାଇଛି। ଏହା ଦ୍ବାରା ଗାଡ଼ି ଓ ଘର କିଣିବା ଲାଗି ଋଣ ନେଉଥିବା ଗ୍ରାହକମାନେ ପ୍ରଭାବିତ ହେବେ। ଜୁନ୍ ମାସରେ ମଧ୍ୟ ବ୍ୟାଙ୍କ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ଅବଧିର ଋଣରେ ୦.୧୦ ପ୍ରତିଶତ

Read More »